କୃଷ୍ଣ ଚନ୍ଦ୍ର ସ୍ୱାଇଁ

ଉଇକିପିଡ଼ିଆ‌ରୁ
କୃଷ୍ଣ ଚନ୍ଦ୍ର ସ୍ୱାଇଁ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଦାମୋଦର ରାଉତ
ପର ଅଧିକାରୀଦାମୋଦର ରାଉତ
ନିର୍ବାଚନ ମଣ୍ଡଳୀଏରସମା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1939-06-05)୫ ଜୁନ ୧୯୩୯
ମୃତ୍ୟୁ୯ ମାର୍ଚ୍ଚ ୨୦୧୮(2018-03-09) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅମୀୟ କୁମାରୀ ସ୍ୱାଇଁ
ସନ୍ତାନ
ବାପା/ବୋଉଅଗନୀ ସ୍ୱାଇଁ (ବାପା)
ବୃତ୍ତିରାଜନୀତିଜ୍ଞ

କୃଷ୍ଣ ଚନ୍ଦ୍ର ସ୍ୱାଇଁ (୫ ଜୁନ ୧୯୩୯ - ୯ ମାର୍ଚ୍ଚ ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କୃଷ୍ଣ ଚନ୍ଦ୍ର ସ୍ୱାଇଁ ୧୯୩୯ ମସିହାର ଜୁନ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅଗନୀ ସ୍ୱାଇଁ ଓ ପତ୍ନୀଙ୍କ ନାମ ଅମୀୟ କୁମାରୀ ସ୍ୱାଇଁ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

କୃଷ୍ଣ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

କୃଷ୍ଣ ଚନ୍ଦ୍ର ସ୍ୱାଇଁ ୨୦୧୮ ମସିହାର ମାର୍ଚ୍ଚ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Krushna Chandra Swain". odishaassembly.nic.in. Odisha Assembly. Retrieved 8 May 2022.