କିଶୋର ମାଣିଆ
Jump to navigation
Jump to search
କିଶୋର ମାଣିଆ (ଜନ୍ମ ୧ ଅଗଷ୍ଟ ୧୯୫୩) ଓଡ଼ିଶାର ପ୍ରଥମ ତାଲିମପ୍ରାପ୍ତ କ୍ରିକେଟ୍ କୋଚ୍ ।[୧][୨] ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ, ପଟିଆଲାରୁ ସେ ପ୍ରଶିକ୍ଷଣ ଲାଭ କରିଥିଲେ ।[୩] ଜୁଲାଇ ୩୦ ୨୦୧୧ରେ ସେ ସହାୟକ ଖେଳ ନିର୍ଦ୍ଦେଶକ ପଦବୀରୁ ଅବସର ଗ୍ରହଣ କରିଥିଲେ ।[୪] ସେ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଙ୍ଗ୍ରେ କ୍ରିକେଟ୍ ଖେଳ ଶିଖାନ୍ତି ।
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ପଣ୍ଡା, ହରିହର. "ଗ୍ଲାମର ନୁହେଁ, ଶୃଙ୍ଖଳା ପ୍ରତି ଖେଳାଳି ଧ୍ୟାନ ଦିଅନ୍ତୁ". ନିତିଦିନ. Retrieved 10 December 2016.
- ↑ http://www.orisports.com/BodyDetails.aspx?pId=MTE5
- ↑ Patnaik, Sidhanta. "Kishore Mania: Teaching cricket in exchange for happiness". Wisden India. Retrieved 10 December 2016.
- ↑ http://www.orisports.com/PersonDetails.aspx?pId=NTQw
- ↑ "Odisha Living Legend Award conferred on Renowned Cricket Coach Kishore Mania". orissadiary.com. Retrieved 10 December 2016.
- ↑ http://www.orissadiary.com/ShowOriyaOrbit.asp?id=32845
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |