କିଶୋର ମାଣିଆ

ଉଇକିପିଡ଼ିଆ‌ରୁ

କିଶୋର ମାଣିଆ (ଜନ୍ମ ୧ ଅଗଷ୍ଟ ୧୯୫୩) ଓଡ଼ିଶାର ପ୍ରଥମ ତାଲିମପ୍ରାପ୍ତ କ୍ରିକେଟ୍ କୋଚ୍ ।[୧][୨] ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ, ପଟିଆଲାରୁ ସେ ପ୍ରଶିକ୍ଷଣ ଲାଭ କରିଥିଲେ ।[୩] ଜୁଲାଇ ୩୦ ୨୦୧୧ରେ ସେ ସହାୟକ ଖେଳ ନିର୍ଦ୍ଦେଶକ ପଦବୀରୁ ଅବସର ଗ୍ରହଣ କରିଥିଲେ ।[୪] ସେ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଙ୍ଗ୍ରେ କ୍ରିକେଟ୍ ଖେଳ ଶିଖାନ୍ତି ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ସମ୍ମାନ, ୨୦୧୨[୫]
  • କମଳ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇଛନ୍ତି ।[୬]

ଆଧାର[ସମ୍ପାଦନା]

  1. ପଣ୍ଡା, ହରିହର. "ଗ୍ଲାମର ନୁହେଁ, ଶୃଙ୍ଖଳା ପ୍ରତି ଖେଳାଳି ଧ୍ୟାନ ଦିଅନ୍ତୁ". ନିତିଦିନ. Archived from the original on 2019-03-28. Retrieved 10 December 2016.
  2. http://www.orisports.com/BodyDetails.aspx?pId=MTE5
  3. Patnaik, Sidhanta. "Kishore Mania: Teaching cricket in exchange for happiness". Wisden India. Retrieved 10 December 2016.
  4. http://www.orisports.com/PersonDetails.aspx?pId=NTQw
  5. "Odisha Living Legend Award conferred on Renowned Cricket Coach Kishore Mania". orissadiary.com. Archived from the original on 24 March 2013. Retrieved 10 December 2016.
  6. "ଆର୍କାଇଭ୍ କପି". Archived from the original on 2013-03-24. Retrieved 2014-02-09. {{cite web}}: Cite has empty unknown parameter: |1= (help)