କାଶୀବାଈ

ଉଇକିପିଡ଼ିଆ ରୁ
Jump to navigation Jump to search
କାଶୀବାଇ
ଜୀବନସାଥିବାଜି ରାଓ ୧
ସନ୍ତାନବାଲାଜୀ ବାଜିରାଓ
ରାମଚନ୍ଦ୍ର
ରଘୁନାଥ ରାଓ
ଜନାର୍ଦନ ରାଓ
ବାପା ବୋଉମାଧାଜୀ କ୍ରିଷ୍ଣା ଯୋଶୀ
ଶିଶୁବାଇ[୧]

କାଶୀବାଇ ବାଜି ରାଓ ୧ ଙ୍କ ପ୍ରଥମ ସ୍ତ୍ରୀ,[୨] ଯିଏ କି ପେଶାୱରର ପ୍ରମୁଖ ନବମ ପ୍ରଭାବଶାଳୀ ରାଜା ଭଟ୍ଟ ପରିବାରର ବୋଲି ସମସ୍ତେ ସ୍ୱୀକାର କରିଥିଲେ, ସେ ସାଧରଣ ଚତୁର୍ଥ ମନ୍ତ୍ରୀ ଭାବେ ମରାଠା ସାମ୍ରାଜ୍ୟରେ ଥିଲେ ଛାତ୍ରପତି (ସାମ୍ରାଜ୍ୟର) ସାହୁଜୀ ରାଜେ ଭୋନ୍ସଲେ ବର୍ତ୍ତମାନର ଭାରତ

ଜୀବନୀ[ସମ୍ପାଦନା]

କାଶିବାଈଚାସ୍ରର ମହାଦଜୀ ଯୋଶୀ ଏବଂ ସୁବାଇଙ୍କ ଝିଅ ଥିଲେ, ତାଙ୍କ ପରିବାର ଭଲ ଧନୀ ପରିବାର ଥିଲେ।[୩] ତାଙ୍କ ଗୋଟେ ଭାଇ ଥିଲେ ତାଙ୍କ ନାମ କ୍ରିଷ୍ଣାରାଓ ଚାସକର।[୪] ସେ ବାଜିରାଓ ଙ୍କୁ୧୧ ମାର୍ଚ୍ଚ୧୭୨୦ ନିଜ ଘର ସାସ୍ୱଦଠାରେ ଏକ ଅନୁଷ୍ଠାନରେ ବିବାହ କରିଥିଲେ।କାଶିବାଈ ବହୁତ କଷ୍ଟ ହାଡ ରୋଗରେ ପୀଡିତ ଥିଲେ,ସେ ଠିକ ସେ ଚାଲିପାରୁ ନ ଥିଲେ। [୫]

କାଶିବାଈ ଏବଂ ବାଜିରାଓଙ୍କ ୪ଟି ପୁତ୍ର ସନ୍ତାନ ଥିଲେ।ବାଲାଜୀ ବାଜି ରାଓ କିଂବା ନାନାସାହେବ, ତାଙ୍କ ଜନ୍ମ୧୭୨୧ରେ ହୋଇଥିଲା ଏବଂ ପରେ ପେଶୱାରେ କାମ କଲେ ସାହୁଜୀଙ୍କ ଆଦେଶରେ ୧୭୪୦ରେ ବାଜିରାଓଙ୍କ ମୃତ୍ୟୁ ପରେ।ଦ୍ୱତୀୟ ପୁତ୍ର ରାମଚନ୍ଦ୍ର ଛୋଟବେଳୁ ମୃତ୍ୟୁବରଣ କରିଥିଲେ। ତୃତୀୟ ପୁତ୍ର ରଘୁନାଥ ରାଓ ପେଶୱାରେ ୧୭୭୩-୧୭୭୪ ପର୍ଯ୍ୟନ୍ତ କାମ କରିଥିଲେ ଏବଂ ଚତୁର୍ଥ ପୁତ୍ର ଜନାର୍ଦନ ଛୋଟବେଳୁ ମୃତ୍ୟୁବରଣ କରିଥିଲେ [୪] ସେ ଗଂଥିବାତରେ ପୀଡିତ ଥିଲେ।[୬]


ବାଜିରାଓ ମସ୍ତାନୀଙ୍କୁ ବିବାହ କରିଥିଲେ ,ସେ ହିନ୍ଦୁରାଜା ଛତ୍ରସାଲର ବୁନ୍ଦେଲଖଣ୍ଡର ରାଜା ଥିଲେ ଏବଂ ତାଙ୍କ ଧର୍ମପତ୍ନୀ ରୁହାନି ବାଇ , ସେ ଜଣେ ପାର୍ସୀ ମୁସଲିମ ଥିଲେ।ତାଙ୍କର ବିବାହକୁ ପେଶୱା ପରିବାରଗ୍ରହଣ କରି ନ ଥିଲେ।କାଶିବାଈ ଦେଖିଲେ ଯେ ସେ ନିଜ ଘରେ ତାଙ୍କର କିଛି ବି ମୁଖ୍ୟ ଭୂମିକା ନ ଥିଲା ତେଣୁ ସେ ପେଶୱା ପରିବାର ପାଇଁ ମସ୍ତାନୀଙ୍କୁ କାର୍ଯ୍ୟରେ ରଖିଥିଲେ।[୭] ସେ ମସ୍ତାନୀଙ୍କୁ ବାଜିରାଓଙ୍କ ଦ୍ୱତୀୟ ପତ୍ନୀ ବୋଲି ମାନିଥିଲେ, କିନ୍ତୁ ତାଙ୍କ ଶାଶୁ ମା ରାଧାବାଈ ଓ ଦିଅର ଚିମ୍ନାଜୀ ଆପ୍ପାଙ୍କ ବିରୋଧରେ କେବେ ବି ଯାଇ ନ ଥିଲେ।[୮]

ପୁଣେରେ ପେଶୱା ପରିବାର ବ୍ରାହ୍ମଣ ଥିଲେ,ବାଜିରାଓଙ୍କ ସମ୍ପର୍କ ମସ୍ତାନୀଙ୍କ ସହ ଥିଲା,ଚିମ୍ନାଜୀ ଆପ୍ପା ଏବଂ ବାଲାଜୀ ବାଜି ରାଓ କିଂବା ନାନାସାହେବ ବାଧ୍ୟତାମୂଳକ ଭାବେ ବାଜିରାଓ ଓ ମସ୍ତାନୀ ଙ୍କୁ୧୭୪୦ରେ ଅଲଗା କରିଦେଇ ଥିଲେ। ବାଜିରାଓଙ୍କ ଦେହ ଏତେ ଖରାପ ଦେଖି,ଚିମ୍ନାଜୀ ନାନାସାହେବଙ୍କୁ କହିଥିଲେ କି ମସ୍ତାନୀଙ୍କୁ ଛାଡି ଦବା ପାଇଁ ଏବଂ ତାଙ୍କୁ ବାଜିରାଓଙ୍କ ସହ ଭେଟ କରିବାକୁ ଦେବାପାଇଁ କହିଥିଲେ।ନାନାସାହେବ ତାଙ୍କ ମା କାଶିବାଈଙ୍କୁ ତାଙ୍କ ପାଖକୁ ପଠାଇଥିଲେ।[୯] କାଶିବାଈ କହିଲେ କି"ଅନୁଗାମୀ ଏବଂ ଧର୍ମପତ୍ନୀ"ର ଯାହା କର୍ତ୍ତବ୍ୟ ସେ କରିବେ[୭] ଏବଂ ସେ ନିଜ ସ୍ୱାମୀ ପ୍ରତି କର୍ତ୍ତବ୍ୟନିଷ୍ଠା ଓ ସମର୍ପିତ।[୨].[୧୦] ବାଜିରାଓଙ୍କ ମୃତ୍ୟୁ ପରେ, ମସ୍ତାନୀ ମଧ୍ୟ ଜଲଦି ଦେହ ତ୍ୟାଗ କରିଥିଲେ ୧୭୪୦ରେ ଏବଂ କାଶିବାଈ ତାଙ୍କ ପୁତ୍ରର ଦାୟୀତ୍ୱ ନେଇଥିଲେ।ସମଶେର ବାହାଦୂର ଏବଂ ତାଙ୍କୁ ସବୁ ପ୍ରକାରର ରାଜକୀୟ ସୁଖ ସୁବିଧା ଦେଇଥିଲେ,ଅସ୍ତ୍ର ଶସ୍ତ୍ର ଶିକ୍ଷା ମଧ୍ୟ ଦେଇଥିଲେ।[୮] ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବହୁତ ଧର୍ମପରାୟଣ ହୋଇଯାଇଥିଲେ।ସେ ବହୁତ ଧର୍ମ ସ୍ଥାନକୁ ତୀର୍ଥ କରିବାକୁ ଯାଇଥିଲେ ଏବଂ ବନାରସରେ ଚାରି ବର୍ଷ ରହି ପଢାପଢି କରିଥିଲେ।[୧୧] ସେ ତାଙ୍କ ତୀର୍ଥ ଭ୍ରମଣରେ ସେ୧୦,୦୦୦ରୁ ଅଧିକ ସ୍ଥାନକୁ ଯାଇଥିଲେ ଏବଂ ଏକ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିଥିଲେ।.[୧୨] ଜୁଲାଇ୧୭୪୭ରେ ଫେରିବା ପରେ ସେ ଉତ୍ସଗ କୃତ ହୋଇଶିବ ମନ୍ଦିର ନିର୍ମାଣ କରିବାକୁ ଇଛାକରି ନିଜ ଗାଁ ଚାସରେ ସୋମେଶ୍ୱର ନାମକ ଏକ ମନ୍ଦିର ନିର୍ମାଣ କରିଥିଲେ। ୧୭୪୯ରେ ମନ୍ଦିର ନିର୍ମାଣ ହେଲା,୧.୫ acres (୦.୬୧ ha) ସ୍ଥାନରେଏବଂ ସେ ସ୍ଥାନ ପ୍ରସିଦ୍ଧ ତ୍ରିପୁରାରୀ ପୂର୍ଣ୍ଣିମା ପାଳନ ପାଇଁ ଏବଂ ଏହା ସବୁ ମରାଠୀ ବହି Sahali Ek Divasyachya Parisaraat Punyachyaରେ ଲେଖା ଅଛି ଏହା ଏକ ପୁଣେର ପର୍ଯ୍ୟଟକ ସ୍ଥଳ।[୮]

In popular culture[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ବାଜି ରାଓ ୧

ମସ୍ତାନୀ

ପେଶୱା ପରିବାର

ଆଧାର[ସମ୍ପାଦନା]

  1. Balkrishna Govind Gokhale (1988). Poona in the eighteenth century: an urban history. Oxford University Press. p. 50-132.
  2. ୨.୦ ୨.୧ Mehta, Jaswant Lal (2005). Advanced Study in the History of Modern India 1707–1813. Sterling Publishers Pvt. Ltd. p. 124.
  3. Sandhya Gokhale (2008). The Chitpavans: social ascendancy of a creative minority in Maharashtra, 1818–1918. Sandhya Gokhale. p. 82. ISBN 9788182901322.
  4. ୪.୦ ୪.୧ R. D. Palsokar, T. Rabi Reddy (1995). Bajirao I: an outstanding cavalry general. Reliance Pub. House. p. 53. ISBN 9788185972947.
  5. Charles Augustus Kincaid, Dattātraya Baḷavanta Pārasanīsa (1922). A History of the Maratha People: From the death of Shivaji to the death of Shahu. S. Chand. p. 180.
  6. Prashant Hamine (15 December 2015). "Rare manuscripts of Peshwa history lie wrapped in government apathy". Afternoon DC. Retrieved 4 January 2016.
  7. ୭.୦ ୭.୧ I. P. Glushkova, Rajendra Vora (1999). Home, Family and Kinship in Maharashtra. Oxford University Press. p. 107. ISBN 9780195646351.
  8. ୮.୦ ୮.୧ ୮.୨ Garima Mishra (3 January 2016). "Kashibai: The first lady". Indian Express. Retrieved 4 January 2016.
  9. H. S. Bhatia (2001). Mahrattas, Sikhs and Southern Sultans of India: Their Fight Against Foreign Power. Deep Publications. p. 66. ISBN 9788171003693.
  10. Imprint, Volume 21. Business Press. 1981. p. 169.
  11. The Sikh Review, Volume 25, Issues 277–288. Sikh Cultural Centre. 1977. p. 48.
  12. B. R. Andhare (1984). Bundelkhand under the Marathas, 1720–1818 A.D.: a study of Maratha-Bundela relations, Volumes 1–2. Vishwa Bharati Prakashan. pp. 77–78.
  13. Jha, Subhash K (19 October 2015). "Bajirao Mastani review: This gloriously epic Priyanka, Deepika and Ranveer-starrer is the best film of 2015". Firstpost. Retrieved 19 October 2015.