କାର୍ୱାର୍
Karwar
ಕಾರವಾರ कारवार | |
---|---|
Country | India |
State | Karnataka |
District | Uttara Kannada |
Government | |
• Commissioner | Shri Ujwal Kumar Ghosh |
• MLA | Satish Sail |
Area | |
• ସମୁଦାୟ | 27.9 km2 (10.8 sq mi) |
Elevation | 6 m (20 ft) |
Population (2014)[୧] | |
• Total | ୧,୫୧,୭୩୯ |
• Density | 5,563.18/km2 (14,408.6/sq mi) |
Languages | |
• Official | Konkani, Kannada |
Time zone | UTC+5:30 (IST) |
PIN | 581301 |
Telephone code | 91-8382-XXX XXX |
ଯାନବାହାନ ପଞ୍ଚୀକରଣ | KA-30 |
Website | www |
କାର୍ୱାର୍ ଏକ ଭାରତୀୟ ନଗର ପୋରପାଳିକା (City Municipal Council) ଅଟେ । ଏହା କର୍ଣ୍ଣାଟକର ଉତ୍ତର କନ୍ନଦ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]କାର୍ୱାର୍ ୧୪.୮୧୫୦ ଉତ୍ତର ଅକ୍ଷାଂଶ ଓ ୭୪.୧୩୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାର୍ୱାର୍ ସହରର ମୋଟ ଜନସଂଖ୍ୟା ୬୨୯୬୦ ଅଟେ ।[୩] ସେଥି ମଧ୍ୟରୁ ୫୧.୭୪% ଜଣ ପରୁଷ ହୋଇଥିବା ବେଳେ ୪୮.୨୬% ଜଣ ନାରୀ ଅଟନ୍ତି । କାର୍ୱାର୍ର ସାକ୍ଷରତା ହାର ୮୦.୦୫% ଅଟେ । ଏହା ଜାତୀୟ ହାରଠାରୁ -୧୫.୨୧% ପ୍ରତିଶତ କମ ଅଟେ । ସେଥିରୁ ୪୩.୭୫% ପ୍ରତିଶତ ପୁରୁଷ ଓ ୩୬.୩୦% ନାରୀ ଅଟନ୍ତି । ୧୦.୦୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]କନ୍ନଡ କାର୍ୱାର୍ର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]Karwar | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । କାର୍ୱାର୍ରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୧.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୨.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୩୧୬୮.୧ mm/inches ହୋଇଥାଏ ।
Climate data for Karwar, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 32.2 (90) |
31.8 (89.2) |
32.2 (90) |
32.8 (91) |
32.8 (91) |
30.5 (86.9) |
29.3 (84.7) |
29.0 (84.2) |
29.7 (85.5) |
31.3 (88.3) |
32.9 (91.2) |
32.9 (91.2) |
31.4 (88.5) |
ହାରାହାରି ସର୍ବନିମ୍ନ °C (°F) | 18.6 (65.5) |
19.3 (66.7) |
22.3 (72.1) |
25.1 (77.2) |
26.3 (79.3) |
24.8 (76.6) |
24.2 (75.6) |
24.1 (75.4) |
23.9 (75) |
23.6 (74.5) |
21.8 (71.2) |
20.1 (68.2) |
22.8 (73) |
Average rainfall mm (inches) | 0.0 (0) |
0.0 (0) |
0.1 (0.004) |
5.1 (0.201) |
110.6 (4.354) |
950.0 (37.402) |
978.7 (38.531) |
667.1 (26.264) |
265.7 (10.461) |
150.2 (5.913) |
34.5 (1.358) |
6.1 (0.24) |
୩,୧୬୮.୧ (୧୨୪.୭୨୮) |
ହାରାହାରି ମେଘାତ୍ସନ ଦିବସ | 0.0 | 0.0 | 0.0 | 0.3 | 4.3 | 22.4 | 27.0 | 24.9 | 12.8 | 6.8 | 2.3 | 0.4 | 101.5 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.0 | 0.0 | 0.0 | 0.4 | 1.3 | 1.1 | 0.5 | 0.0 | 0.5 | 2.0 | 0.8 | 0.1 | 6.7
|
ହାରାହାରି କୁହୁଡ଼ି ଘେରା ଦିବସ | 0.2 | 0.4 | 0.0 | 0.0 | 0.0 | 0.0 | 0.0 | 0.0 | 0.2 | 0.0 | 0.0 | 0.0 | 0.7 |
Source: India Meteorological Department (temperatures and precipitation)[୫][୬] |
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Sub-District Details". Office of the Registrar General & Census Commissioner, India. Retrieved 27 March 2012.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Karwar". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.