କାର୍ବାମାଜେପିନ

ଉଇକିପିଡ଼ିଆ‌ରୁ
କାର୍ବାମାଜେପିନ
Clinical data
Trade namesଟେଗ୍ରେଟଲ
AHFS/Drugs.commonograph
MedlinePlusa682237
data
Pregnancy
category
  • AU: D
  • US: D (Evidence of risk)
Routes of
administration
Oral
ATC code
Legal status
Legal status
Pharmacokinetic data
Bioavailability~100%[୧]
Protein binding70-80%[୧]
MetabolismHepatic—by CYP3A4, to active epoxide form (carbamazepine-10,11 epoxide)[୧]
Elimination half-life36 hours (single dose), 16-24 hours (repeated dosing)[୧]
ExcretionUrine (72%), feces (28%)[୧]
Identifiers
  • 5H-dibenzo[b,f]azepine-5-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.512 Edit this at Wikidata
Chemical and physical data
FormulaC15H12N2O
Molar mass236.269 g/mol
3D model (JSmol)
  • c1ccc2c(c1)C=Cc3ccccc3N2C(=O)N
  • InChI=1S/C15H12N2O/c16-15(18)17-13-7-3-1-5-11(13)9-10-12-6-2-4-8-14(12)17/h1-10H,(H2,16,18) checkY
  • Key:FFGPTBGBLSHEPO-UHFFFAOYSA-N checkY
  (verify)

କାର୍ବାମାଜେପିନ (ସିବିଜେଡ) ଏକ ଔଷଧର ନାମ ଯାହାର ବ୍ୟବସାୟିକ ନାମ ପ୍ରାରମ୍ଭରେ ଟେଗ୍ରେଟଲ ଥିଲା । ଏହା ପ୍ରଥମେ ଏପିଲେପ୍ସି ଓ ସ୍ନାୟୁଜନିତ ଯନ୍ତ୍ରଣା ପାଉଥିବା ରୋଗୀଙ୍କୁ ଦିଆଯାଉଥିଲା । [୨] ବାତ ମାରୁଥିଲେ ଫେନିଣ୍ଟଏନଭାଲପ୍ରୋଏଟ ଭଳି କାମ ଦିଏ । [୩][୪] ଆବସେନ୍ସ ସିଜର ବା ଅନୁପସ୍ଥିତ ବାତମାୟୋକ୍ଲୋନିକ ସିଜରରେ କାମ ଦିଏନାହିଁ । ଅନ୍ୟାନ୍ୟ ଔଷଧ ସ‌ହିତ ଏହା ସିଜିଫ୍ରେନିଆ ଓ ଦ୍ୱିତୀୟ ଧାଡ଼ି ଔଷଧରୂପେ ବାଇପୋଲାର ଡିଜଅର୍ଡ଼ର ରୋଗରେ ବ୍ୟବ‌ହାର କରାଯାଇପାରେ । [୨] ଦିନ‌କୁ ୨ରୁ ୪ ଥର ଦିଆଯାଏ । [୨] ଏହା ଏକ କଣ୍ଟ୍ରୋଲଡ ରିଲିଜ ଔଷଧ ଆକାରରେ ମିଳୁଛି ଯାହାର ପାର୍ଶ୍ୱ ପ୍ରତିକ୍ରିୟା କମ ଥିବା ଜଣାଯାଉଛି । [୫]

ସାଧାରଣତଃ ଓକାଳତନ୍ଦ୍ରା ଅନୁଭବ ଭଳି ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ଅନ୍ୟାନ୍ୟ ତୀବ୍ର ପ୍ରତିକ୍ରିୟା ମଧ୍ୟରେ ଚର୍ମ ରାସ, ଅସ୍ଥି ମଜ୍ଜାର କାମ କମ ହେବା, ଆତ୍ମହତ୍ୟା ପ୍ରବଣ‌ତା ଓ ମାନସିକ ବିପର୍ଯ୍ୟୟ ହୁଏ । ଅସ୍ଥି ମଜ୍ଜା ବେମାରୀ ଥିଲେ ଏହା ବ୍ୟବ‌ହାର କରାଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଦେଲେ ପିଲାର କ୍ଷତି ହୁଏ ନାହିଁ କିନ୍ତୁ ବାତ ମାରୁଥିଲେ ଏହା ବନ୍ଦ କରିବା ଉଚିତ ନୁହେଁ । ସ୍ତନ୍ୟପାନ କରାଉଥିବା ସମୟରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । ବୃକ୍‌କ ଓ ଯକୃତ ବେମାରୀ ଥିଲେ ହୁସିଆର ରହିବା ଆବଶ୍ୟକ । [୨]

ସନ ୧୯୫୩ରେ ସୁଇସ ରସାୟନବିତ ୱାଲଟର ସିଣ୍ଡର (Walter Schindler) କାର୍ବାମାଜେପିନ ଆବିଷ୍କାର କରିଥିଲେ । [୬] ଏହା ମାର୍କେଟରେ ୧୯୬୨ ମସିହାର ବିକ୍ରି ଆରମ୍ଭ ହୋଇଥିଲା । [୭] ଏହା ଜେନେରିକ ଔଷଧ ନାମରେ ମିଳେ ଓ ଦାମିକା ନୁହେଁ । [୮] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଡେଲ ଅତ୍ୟାବଶ୍ୟକ ଔଷଧ ତାଲିକାରେ ଏହାର ନାମ ଅଛି ଓ ଏହା ମୌଳିକ ସ୍ୱାସ୍ଥ୍ୟ ତନ୍ତ୍ରର ଏକ ପ୍ରମୁଖ ଔଷଧ । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Carbamazepine Drug Label".
  2. ୨.୦ ୨.୧ ୨.୨ ୨.୩ "Carbamazepine". The American Society of Health-System Pharmacists. Retrieved Mar 2015. {{cite web}}: Check date values in: |accessdate= (help)
  3. Nolan, SJ; Marson, AG; Pulman, J; Tudur Smith, C (23 August 2013). "Phenytoin versus valproate monotherapy for partial onset seizures and generalised onset tonic-clonic seizures". The Cochrane database of systematic reviews. 8: CD001769. doi:10.1002/14651858.CD001769.pub2. PMID 23970302.
  4. Tudur Smith, C; Marson, AG; Clough, HE; Williamson, PR (2002). "Carbamazepine versus phenytoin monotherapy for epilepsy". The Cochrane database of systematic reviews (2): CD001911. doi:10.1002/14651858.CD001911. PMID 12076427.
  5. Powell, G; Saunders, M; Marson, AG (3 February 2014). "Immediate-release versus controlled-release carbamazepine in the treatment of epilepsy". The Cochrane database of systematic reviews. 2: CD007124. doi:10.1002/14651858.CD007124.pub3. PMID 24488654.
  6. Smith, Howard S. (2009). Current therapy in pain. Philadelphia: Saunders/Elsevier. p. 460. ISBN 9781416048367.
  7. Moshé, Solomon (2009). The treatment of epilepsy (3 ed.). Chichester, UK: Wiley-Blackwell. p. xxix. ISBN 9781444316674.
  8. Principles and practice of stereotactic radiosurgery. New York: Springer. 2008. p. 536. ISBN 9780387710709.
  9. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.