କାରଗ୍ଲୁମିକ୍ ଏସିଡ
Clinical data | |
---|---|
Trade names | Carbaglu, Ucedane |
Synonyms | (S)-2-ureidopentanedioic acid |
AHFS/Drugs.com | monograph |
data |
|
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 30% |
Protein binding | Undetermined |
Metabolism | Partial |
Elimination half-life | 4.3 to 9.5 hours |
Excretion | Fecal (60%) and kidney (9%, unchanged) |
Identifiers | |
| |
ECHA InfoCard | 100.116.323 |
Chemical and physical data | |
Formula | C6H10N2O5 |
Molar mass | ୧୯୦.୧୬ g·mol−1 |
3D model (JSmol) | |
| |
| |
(verify) |
କାରଗ୍ଲୁମିକ୍ ଏସିଡ, ଏକ ବେପାର ନାମ କାର୍ବାଗ୍ଲୁ, ଏକ ଔଷଧ ଯାହା ଏନ-ଆସେଟାଇଲଗ୍ଲୁଟାମାଟ ସିନଥେଜ (N-acetylglutamate synthase (NAGS)) ଅଭାବ, ପ୍ରୋପୋନିକ୍ ଏସିଡେମିଆ (PA) କିମ୍ବା ମିଥାଇଲମାଲୋନିକ୍ ଏସିଡେମିଆ (MMA) ହେତୁ ଉଚ୍ଚ ଆମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] ଏହା ପାଟିରେ ଦିଆଯାଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ପେଟ ଯନ୍ତ୍ରଣା, ଜ୍ୱର, ଟନସିଲାଇଟିସ୍, ନିମ୍ନ ଲୋହିତ ରକ୍ତ କଣିକା, ତରଳ ଝାଡ଼ା, ସଂକ୍ରମଣ, ନିମ୍ନ ଲାଲ ରକ୍ତ କଣିକା, ଅଗ୍ନାଶୟ ପ୍ରଦାହ, ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହା ଏକ କାର୍ବାମୋଏଲ୍ ଫସଫେଟ୍ ସିନ୍ଥେଟେଜ୍ ୧ (ସିପିଏସ୍) ଆକ୍ଟିଭେଟର, ଯାହା ଆମୋନିଆକୁ ଭାଙ୍ଗୁଥିବା ଏକ ଏନଜାଇମକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[୩] [୧]
୨୦୦୩ ମସିହାରେ ୟୁରୋପରେ ଏବଂ ୨୦୧୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ କାରଗ୍ଲୁମିକ୍ ଏସିଡ ଅନୁମୋଦିତ ହୋଇଥିଲା। [୩] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୪] ଯୁକ୍ତରାଜ୍ୟରେ ୨୦୦ ମିଗ୍ରାର ୬୦ଟି ଟ୍ୟାବଲେଟ୍ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ୨,୬୦୦ ପାଉଣ୍ଡ ଅଟେ। [୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୩,୪୦୦ ଡଲାର ଅଟେ। [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Carbaglu EPAR". European Medicines Agency (EMA). Archived from the original on 9 June 2021. Retrieved 9 June 2021.
- ↑ "Ucedane EPAR". European Medicines Agency (EMA). Archived from the original on 9 June 2021. Retrieved 9 June 2021.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Carbaglu- carglumic acid tablet". DailyMed. Archived from the original on 9 June 2021. Retrieved 9 June 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1118. ISBN 978-0857114105.
- ↑ "Carbaglu Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 30 December 2021.