କସୌଲି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kasumi
କସୌଲି
kussowlie
A view of early morning of Kasauli,from circuit house
A view of early morning of Kasauli,from circuit house
Country India
StateHimachal Pradesh
DistrictSolan
Languages
 • OfficialHindi
Time zoneUTC+5:30 (IST)

କସୌଲି ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାର ଏକ କାଣ୍ଟନମେଣ୍ଟ ସହର । ଏହା ୧୮୪୨ରେ ଏହା ପାର୍ବତ୍ଯ ନିବାସ ଭାବରେ ବ୍ରିଟିଶ ମାନଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହା ଶିମଳାଠାରୁ ୭୭ କିଲୋମିଟର , ଚଣ୍ଡୀଗଡ଼ଠାରୁ ୬୫ କିଲୋମିଟର , ଅମ୍ବାଲା କଣ୍ଟଠାରୁ ୯୪ କିଲୋମିଟର ଦୁରବର୍ତୀ । ଅମ୍ବାଲାରେ ରେଳ ଜଙ୍କସନ MSLଠାରୁ ୬,୩୨୨ ଫୁଟ ଉପରେ ରହିଛି । ସହରଟି ସମୁଦ୍ରପତ୍ତନଠାରୁ ୧,୯୦୦ ମିଟର ଉଛ ।  

ମୁଖ୍ୟ ସ୍ଥାନ ସବୁ [ସମ୍ପାଦନା]

କସୌଲିଠାରେ କେନ୍ଦ୍ରୀୟ ରିସର୍ଚ ଅନୁଷ୍ଠାନ 

ଏଠାରେ ଏକ କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ ରହିଛି । ସେଥିରେ ରୋଗ ନିରାକରଣ ଉପରେ ଗବେଷଣା ହୁଏ ।[୧]

ବାପଟିଷ୍ଟ ଚର୍ଚ [ସମ୍ପାଦନା]

ଏଠାରେ ୧୯୨୩ ମସିହା ନିର୍ମିତ ବାପତିଷ୍ଟ ଚର୍ଚ ରହିଛି । ୨୦୦୮ରେ ଏହି ଚର୍ଚରେ ଅଗ୍ନିକାଣ୍ଡ ଘଟି ଭିତର ଅଂଶ ନଷ୍ଟ ହେଇଯାଇଥିଲା । 

ଖ୍ରୀଷ୍ଟ ଚର୍ଚ [ସମ୍ପାଦନା]

୧୮୫୩ ମସିହାରୁ ଏଠାରେ ଖ୍ରୀଷ୍ଟ ଚର୍ଚ ରହିଛି । 

ଖ୍ରୀଷ୍ଟ ଚର୍ଚ , କସୌଲି 

ଏହି ଚର୍ଚ ଅମୃତସରର ଉତ୍ତର ଭରତ ଚର୍ଚ ଅଧୀନରେ ରହିଛି ।

ଗୁରୁଦ୍ୱାରା [ସମ୍ପାଦନା]

ଗରଖଳ ବଜାର ନିକଟରେ ଏକ ଗୁରୁଦ୍ୱାର ରହିଛି । [ଆଧାର ଲୋଡ଼ା]

ଆଧାର [ସମ୍ପାଦନା]