କସୌଲି
ଦେଖଣା
Kasumi
କସୌଲି kussowlie | |
---|---|
Country | India |
State | Himachal Pradesh |
District | Solan |
Languages | |
• Official | Hindi |
Time zone | UTC+5:30 (IST) |
କସୌଲି ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାର ଏକ କାଣ୍ଟନମେଣ୍ଟ ସହର । ଏହା ୧୮୪୨ରେ ଏହା ପାର୍ବତ୍ଯ ନିବାସ ଭାବରେ ବ୍ରିଟିଶ ମାନଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହା ଶିମଳାଠାରୁ ୭୭ କିଲୋମିଟର , ଚଣ୍ଡୀଗଡ଼ଠାରୁ ୬୫ କିଲୋମିଟର , ଅମ୍ବାଲା କଣ୍ଟଠାରୁ ୯୪ କିଲୋମିଟର ଦୁରବର୍ତୀ । ଅମ୍ବାଲାରେ ରେଳ ଜଙ୍କସନ MSLଠାରୁ ୬,୩୨୨ ଫୁଟ ଉପରେ ରହିଛି । ସହରଟି ସମୁଦ୍ରପତ୍ତନଠାରୁ ୧,୯୦୦ ମିଟର ଉଛ ।
ମୁଖ୍ୟ ସ୍ଥାନ ସବୁ
[ସମ୍ପାଦନା]ଏଠାରେ ଏକ କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ ରହିଛି । ସେଥିରେ ରୋଗ ନିରାକରଣ ଉପରେ ଗବେଷଣା ହୁଏ ।[୧]
ବାପଟିଷ୍ଟ ଚର୍ଚ
[ସମ୍ପାଦନା]ଏଠାରେ ୧୯୨୩ ମସିହା ନିର୍ମିତ ବାପତିଷ୍ଟ ଚର୍ଚ ରହିଛି । ୨୦୦୮ରେ ଏହି ଚର୍ଚରେ ଅଗ୍ନିକାଣ୍ଡ ଘଟି ଭିତର ଅଂଶ ନଷ୍ଟ ହେଇଯାଇଥିଲା ।
ଖ୍ରୀଷ୍ଟ ଚର୍ଚ
[ସମ୍ପାଦନା]୧୮୫୩ ମସିହାରୁ ଏଠାରେ ଖ୍ରୀଷ୍ଟ ଚର୍ଚ ରହିଛି ।
ଏହି ଚର୍ଚ ଅମୃତସରର ଉତ୍ତର ଭରତ ଚର୍ଚ ଅଧୀନରେ ରହିଛି ।
ଗୁରୁଦ୍ୱାରା
[ସମ୍ପାଦନା]ଗରଖଳ ବଜାର ନିକଟରେ ଏକ ଗୁରୁଦ୍ୱାର ରହିଛି । [ଆଧାର ଲୋଡ଼ା]
ଆଧାର
[ସମ୍ପାଦନା]- ↑ "Pasteur Institute of India, Kasauli" Nature 6 July 1940.