କପଡ଼ଗଞ୍ଜ

ଉଇକିପିଡ଼ିଆ‌ରୁ
(କପାଡ଼ଗଞ୍ଜରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kapadwanj
Kapadwanj
City
Nickname: 
Taluka
ଦେଶ India
ରାଜ୍ୟGujarat
ଜିଲ୍ଲାKheda
Elevation
69 m (226 ft)
Population
 (2001)
 • Total୯୦,୯୨୧
ଭାଷା
 • ସରକାରୀGujarati, English
Time zoneUTC+5:30 (IST)
PIN
387620

କପଡ଼ଗଞ୍ଜ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ଖେଦ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

କପଡ଼ଗଞ୍ଜ ୨୩.୦୨୧୫ ଉତ୍ତର ଅକ୍ଷାଂଶ ଓ ୭୩.୦୭୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୩୨ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କପଡ଼ଗଞ୍ଜ ସହରର ମୋଟ ଜନସଂଖ୍ୟା ୪୩୯୨୧ ଅଟେ ।[୨] ସେଥି ମଧ୍ୟରୁ ୫୧.୬୬% ଜଣ ପରୁଷ ହୋଇଥିବା ବେଳେ ୪୮.୩୪% ଜଣ ନାରୀ ଅଟନ୍ତି । କପଡ଼ଗଞ୍ଜର ସାକ୍ଷରତା ହାର ୭୩.୨୯% ଅଟେ । ଏହା ଜାତୀୟ ହାରଠାରୁ ୮.୪୫% ପ୍ରତିଶତ କମ ଅଟେ । ସେଥିରୁ ୪୦.୯୨% ପ୍ରତିଶତ ପୁରୁଷ ଓ ୩୨.୩୬% ନାରୀ ଅଟନ୍ତି । ୧୧.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଗୁଜରାଟୀ କପଡ଼ଗଞ୍ଜର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]