କଙ୍କେ
ଦେଖଣା
କଙ୍କେ | |
|---|---|
city | |
| Country | India |
| State | Jharkhand |
| District | Ranchi |
| Elevation | 611 m (2,005 ft) |
| Population (2011) | |
| • Total | ୧୭,୫୬୦ |
| Languages | |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | JH |
କଙ୍କେ , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାର ଏକ ସହର । ଏଠାରେ କଙ୍କେ ଡ୍ୟାମ ନାମରେ ଏକ ବୃହତ ଜଳାଶୟ ରହିଛି ଓ ଏଠାରୁ ରାଞ୍ଚି ସହରକୁ ମଧ୍ୟ ଜଳ ଯୋଗାଣ ହେଇଥାଏ । କଙ୍କେ ମାନସିକ ଚିକିସ୍ଥଳୟ ଭାରତର ଏକ ବୃହତ ମାନସିକ ବ୍ୟାଧି ଗ୍ରସ୍ତଙ୍କ ହସ୍ପିଟାଲ । ଏହା ବ୍ରିଟିଶ ସମୟରେ ସ୍ଥାପିତ ହେଇଥିଲା । ଏଠାରେ ବୀର୍ସା କୃଷି ବିଶ୍ୱବିଦ୍ୟାଳୟ , କୋଇଲା ଖଣି ପରିଚାଳନା ପ୍ରତିଷ୍ଠାନ , ପଶୁ ହସ୍ପିଟାଲ ଓ ଅନ୍ୟ ପ୍ରତିଷ୍ଠାନ ସବୁ ଏଠାରେ ରହିଛି ।[୧]
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]କଙ୍କେର ଭୌଗୋଳିକ ଅବସ୍ଥିତି 23°26′N 85°19′E / 23.43°N 85.32°E.[୨] ଏହା ସମୁଦ୍ରପତ୍ତାନଠାରୁ 2004 ଫୁଟ ଉପରେ ରହିଛି ।
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା ଅନୁସାରେ[ଏଠାରେ ଜନସଂଖ୍ୟା17,560 ଥିଲା ।[୩] ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏହି ଅଞ୍ଚଳରେ ସାକ୍ଷ୍ୟରତା ହାର 75% ରହିଥିଲା । ଏହା ମଧ୍ୟରୁ ପୁରୁଷ ସାକ୍ଷ୍ୟରତା 80%ହାର ଥିଲା ଓ ମହିଳା ସାକ୍ଷ୍ୟରତା ହାର 70%ଥିଲା । 6 ବର୍ଷରୁ କମ ସଂଖ୍ୟା 11 % ଏଠାରେ ଥିଲା ।
ଆଧାର
[ସମ୍ପାଦନା]- ↑ "Birsa Agricultural University Kanke, Ranchi, Jharkhand". Archived from the original on 28 October 2011. Retrieved 17 October 2011.
- ↑ Falling Rain Genomics, Inc - Kanke
- ↑ "Census of India 2011: Data from the 2011 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.