କଇଁସାରି
Appearance
କଇଁସାରି | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଜିଲ୍ଲା ନାମ |
ପଞ୍ଚାୟତ ସମିତି | ଖଲାଡ଼ି |
ଗ୍ରାମ ପଞ୍ଚାୟତ | କଇଁସାରି |
ତହସିଲ | ଉଦଳା |
Time zone | IST (+୫.୩୦) |
ଡାକ କୋଡ଼ | ୭୫୭୦୪୧[୧] |
Area code | +୦୬୭୯୫ |
ଯାନବାହାନ ପଞ୍ଚୀକରଣ | OD/୧୧ |
କଇଁସାରି ଗାଁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଉଦଳାବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଗମନାଗମନ
[ସମ୍ପାଦନା]ଏହା ଜିଲ୍ଲାର ସଦର ମହକୁମା ବାରିପଦାଠାରୁ ୪୧ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
[ସମ୍ପାଦନା]ଏଠାରେ କଇଁସାରି ନୋଡ଼ାଲ ବିଦ୍ୟାଳୟ ଅଛି ।
ସଂସ୍କୃତି
[ସମ୍ପାଦନା]ଏହି ଗାଆଁ ମଧ୍ୟରେ ଜଗନ୍ନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ରଥ ଯାତ୍ରା, ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥାଏ ।
ଆଧାର
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |