କଇଁସାରି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କଇଁସାରି
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଜିଲ୍ଲା ନାମ
ପଞ୍ଚାୟତ ସମିତିଖଲାଡ଼ି
ଗ୍ରାମ ପଞ୍ଚାୟତକଇଁସାରି
ତହସିଲଉଦଳା
Time zoneIST (+୫.୩୦)
ଡାକ କୋଡ଼
୭୫୭୦୪୧[୧]
Area code+୦୬୭୯୫
ଯାନବାହାନ ପଞ୍ଚୀକରଣOD/୧୧

କଇଁସାରି ଗାଁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଉଦଳାବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ବାରିପଦାଠାରୁ ୪୧ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏଠାରେ କଇଁସାରି ନୋଡ଼ାଲ ବିଦ୍ୟାଳୟ ଅଛି ।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁ ମଧ୍ୟରେ ଜଗନ୍ନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ରଥ ଯାତ୍ରା, ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]