ଇନ୍ଦ୍ରଧନୁ

ଉଇକିପିଡ଼ିଆ‌ରୁ

ଇନ୍ଦ୍ରଧନୁ ୧୯୯୩ ମସିହାରେ କଟକରୁ ପ୍ରକାଶିତ ହୋଇଥିବା ଏକ ପତ୍ରିକା। ବିଜୁଳି ସହିତ ଏହାର ଦୀର୍ଘ ବିବାଦ ଓଡ଼ିଆ ସାହିତ୍ୟର ଇତିହାସରେ ଏକ ଆମୋଦକର ଅଧ୍ଯାୟ।

ସାହିତ୍ୟର ଇତିହାସରେ ଏକ ଆମୋଦକର ଅଧ୍ଯାୟ।

9 Jan 2023 — ଓଡ଼ିଆ ସାହିତ୍ୟରେ ଇନ୍ଦ୍ରଧନୁ ବିଜୁଳି କଳି ଦୀର୍ଘ. ୪ ବର୍ଷ କାଳ ଲାଗି ରହିଥିଲା। ଓଡ଼ିଆ.

ପତ୍ରିକା 'ଇନ୍ଦ୍ରଧନୁ' ଓ 'ବିଜୁଳି' ଯଥାକ୍ରମେ ଉପେନ୍ଦ୍ରଭଞ୍ଜ ଓ ରାଧାନାଥ. ରାୟଙ୍କର ଗୁଣଗାନ କରି ...

ବିଂଶ ଶତାବ୍ଦୀର

ଓଡ଼ିଆ ସାହିତ୍ୟ ସମାଜରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା

“ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ରାୟ ଅନ୍ୟ ପଟରେ ତାଙ୍କ ବିରୋଧୀ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଆଁରେ ତାଙ୍କର ବିରୋଧ କରୁଥିଲେ ।

ବାମଣ୍ଡାରାଜା ସୁଢଳଦେବ କବିବରଙ୍କର ସମର୍ଥକ ଥିଲେ ତେଣୁ ତାଙ୍କ ପ୍ରଚେଷ୍ଟାରେ

ରାଜଧାନୀ ଦେବଗଡ଼ରୁ ପ୍ରକାଶ ପାଇଲା ବିଜୁଳି ପତ୍ରିକା ।

ବିଜୁଳି ପତ୍ରିକା ବିପକ୍ଷରେ ପ୍ରକାଶିତ ହେଲା ଇନ୍ଦ୍ରଧନୁ ପତ୍ରିକା । ଇନ୍ଦ୍ରଧନୁ ପତ୍ରିକାର ସମର୍ଥକଙ୍କ ମଧ୍ୟରେ ଥିଲେ ଗୋପାଳବଲ୍ଲଭ ଦାଶ,ଗୌରୀଶଙ୍କର ରାୟ,ରମାଶଂକର ରାୟ,ବନମାଳୀ ସିଂହ ଭଳି ବ୍ୟକ୍ତିତ୍ୱ........

ଇନ୍ଦ୍ରଧନୁବାଲା ତାଙ୍କ ପ୍ରତିପକ୍ଷଙ୍କୁ ବଙ୍ଗାଳି ସାହିତ୍ୟର ଓଡ଼ିଆକରଣ କରିବାର ଆରୋପ ଲଗାଉଥିଲା ବେଳେ

ବିଜୁଳି ଦଳ ଇନ୍ଦ୍ରଧନୁବାଲାଙ୍କ କବିତା ଓ କାବ୍ୟକୁ

ଡିକ୍ସନାରୀ ଓ ଅଶ୍ଳୀଳ ଆଖ୍ୟା ଦେଇ ମସୀଯୁଦ୍ଧ ଆରମ୍ଭ କରିଦେଇଥାନ୍ତି ।

ଗୋପବନ୍ଧୁ ଦାସ ପୁରୀ ଜିଲ୍ଲା ସ୍କୁଲରେ ପଢିଲା ଦିନୁଁ ଇନ୍ଦ୍ରଧନୁର ପକ୍ଷ ।

(ଶ୍ରୀ ନୀଳକଣ୍ଠ ଦାଶଙ୍କର ଆତ୍ମଜୀବନୀରୁ) [୧]

  1. ମନୋଜ, ଶିଶିର ସାହୁ (2017-10-09). "କନ୍ତିଓ କଥା: ★ବିଜୁଳି-ଇନ୍ଦ୍ରଧନୁ କଳି ଓ ଗୋପବନ୍ଧୁ ଦାସ★". କନ୍ତିଓ କଥା. Retrieved 2023-11-24.