ଓର୍ଲିଷ୍ଟାଟ

ଉଇକିପିଡ଼ିଆ‌ରୁ
ଓର୍ଲିଷ୍ଟାଟ
Clinical data
Trade namesXenical, Alli, others
SynonymsTetrahydrolipstatin
AHFS/Drugs.commonograph
MedlinePlusa601244
data
Pregnancy
category
  • AU: B1
  • US: X (Contraindicated)
Routes of
administration
By mouth
Legal status
Legal status
Pharmacokinetic data
BioavailabilityNegligible[୧]
Protein binding>99%
MetabolismIn the GI tract
Elimination half-life1 to 2 hours
ExcretionFecal
Identifiers
  • (S)-((S)-1-((2S,3S)-3-Hexyl-4-oxooxetan-2-yl)tridecan-2-yl) 2-formamido-4-methylpentanoate
ECHA InfoCard100.167.400 Edit this at Wikidata
Chemical and physical data
FormulaC29H53NO5
Molar mass୪୯୫.୭୫ g·mol−1
3D model (JSmol)
  • O=C(O[C@H](C[C@@H]1OC(=O)[C@H]1CCCCCC)CCCCCCCCCCC)[C@@H](NC=O)CC(C)C
  • InChI=1S/C29H53NO5/c1-5-7-9-11-12-13-14-15-16-18-24(34-29(33)26(30-22-31)20-23(3)4)21-27-25(28(32)35-27)19-17-10-8-6-2/h22-27H,5-21H2,1-4H3,(H,30,31)/t24-,25-,26-,27-/m0/s1 checkY
  • Key:AHLBNYSZXLDEJQ-FWEHEUNISA-N checkY
  (verify)

ଓର୍ଲିଷ୍ଟାଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଜେନିକାଲ୍, ଏକ ପ୍ରକାର ଔଷଧ ଯାହା ମେଦବହୁଳତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହି ଔଷଧର ମଧ୍ୟମ ଧରଣର ପ୍ରଭାବ ରହେ ଓ ଏକ ବର୍ଷ ମଧ୍ୟରେ ପ୍ରାୟ ୨-୩ କେଜି ଓଜନ ହ୍ରାସ କରେ ।[୩] ମେଦବହୁଳ ବ୍ୟକ୍ତିଙ୍କର ମଧୁମେହ ଟାଇପ୍-୨ ରୋଗ ଆଶଙ୍କା ହ୍ରାସ କରିଥାଏ ଓ ଏହା ଜୀବନଚର୍ଯ୍ୟା ପ୍ରଳୀରେ ପରିବର୍ତ୍ତନ ଆଣେ ।[୪] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତେଲିଆ ମଳ ଜାତ ହୁଏ ଓ ଅନ୍ତନଳୀ ନିୟନ୍ତ୍ରଣ ରହେ ନାହିଁ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କେତେକ ଭିଟାମିନ୍ ଅଭାବ, ଯକୃତ ସମସ୍ୟା, ବୃକ୍‌କ ପଥର ରୋଗ ଏବଂ ପିତ୍ତାସ୍ମରୀ ରୋଗ ହୋଇପାରେ ।[୨] ଗର୍ଭାବସ୍ଥାରେ ସତର୍କ ରହିବାକୁ ପରାମର୍ଶ ଦିଆଯାଏ ।[୫] ଖାଦ୍ୟରୁ ଚର୍ବିର ଅବଶୋଷଣକୁ ରୋକିବାଦ୍ୱାରା ଏହା କାର୍ଯ୍ୟକ୍ଷମ ହୁଏ ।[୨] ଏହା ଉପ‌ଯୁକ୍ତ ଖାଦ୍ୟ ସହିତ ବ୍ୟାୟାମ କରିବାକୁ ଉପଦେଶ ଦିଆଯାଏ । [୬]

୧୯୯୮ ମସିହାରେ ୟୁରୋପରେ ଏବଂ ୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଓର୍ଲିଷ୍ଟାଟ ଅନୁମୋଦିତ ହୋଇଥିଲା ।[୨] [୬] ଏହା ଜେନେରିକ ଔଷଧ ଭାବରେ ଉପଲବ୍ଧ ।[୫] ଅଷ୍ଟ୍ରେଲିଆ, ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ ।[୭] [୨] [୮] ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସା ପାଇଁ ପ୍ରାୟ £ ୨୫ ଖର୍ଚ୍ଚ ହୁଏ । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୮୦ ଡଲାର ଅଟେ ।[୯]

ଆଧାର[ସମ୍ପାଦନା]

  1. Zhi J, Melia AT, Eggers H, Joly R, Patel IH (1995). "Review of limited systemic absorption of orlistat, a lipase inhibitor, in healthy human volunteers". J Clin Pharmacol. 35 (11): 1103–8. doi:10.1002/j.1552-4604.1995.tb04034.x. PMID 8626884. S2CID 23618845.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Orlistat Monograph for Professionals". Drugs.com (in ଇଂରାଜୀ). Archived from the original on 5 January 2021. Retrieved 9 November 2021.
  3. Padwal R, Li SK, Lau DC (2004). Padwal RS (ed.). "Long-term pharmacotherapy for obesity and overweight". Cochrane Database Syst Rev (3): CD004094. doi:10.1002/14651858.CD004094.pub2. PMC 8078201. PMID 15266516.
  4. Gillies, CL; Abrams, KR; Lambert, PC; Cooper, NJ; Sutton, AJ; Hsu, RT; Khunti, K (10 February 2007). "Pharmacological and lifestyle interventions to prevent or delay type 2 diabetes in people with impaired glucose tolerance: systematic review and meta-analysis". BMJ (Clinical Research Ed.). 334 (7588): 299. doi:10.1136/bmj.39063.689375.55. PMC 1796695. PMID 17237299.
  5. ୫.୦ ୫.୧ ୫.୨ BNF 81: March-September 2021. BMJ Group and the Pharmaceutical Press. 2021. p. 100. ISBN 978-0857114105.
  6. ୬.୦ ୬.୧ "Xenical". Archived from the original on 15 April 2021. Retrieved 9 November 2021.
  7. "POISONS STANDARD JUNE 2017". Federal Register of Legislation. Therapeutic Goods Administration. June 2017. Archived from the original on 13 December 2020. Retrieved 18 August 2017.
  8. "Chemists to provide obesity pill". BBC News Online. 21 January 2009. Archived from the original on 23 January 2009. Retrieved 22 January 2009.
  9. "Compare Alli Prices - GoodRx". GoodRx. Retrieved 9 November 2021.