ଓତ୍ତାପଲମ
Jump to navigation
Jump to search
Ottappalam | |
---|---|
ଅବସ୍ଥିତି - କେରଳ, ଭାରତ | |
ଅବସ୍ଥିତି: 10°46′15″N 76°22′42″E / 10.7709°N 76.3784°ECoordinates: 10°46′15″N 76°22′42″E / 10.7709°N 76.3784°E | |
ଦେଶ | ![]() |
ରାଜ୍ୟ | କେରଳ |
ଜିଲ୍ଲା | ପଲକ୍କଦ୍ |
ଉଚ୍ଚତା | 173[୧] m ( Formatting error: invalid input when rounding ft) |
ଜନସଂଖ୍ୟା (2001)[୧] | |
• ମୋଟ | ୪୯,୨୩୦ |
ଭାଷା | |
• ସରକାରୀ | ମାଲୟଲାମ |
IST (UTC+5:30) |
ଓତ୍ତାପଲମ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା କେରଳର ପଲକ୍କଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଓତ୍ତାପଲମ ୧୦.୭୭୦୯ ଉତ୍ତର ଅକ୍ଷାଂଶ ଓ ୭୬.୩୭୮୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଓତ୍ତାପଲମ ସହରର ମୋଟ ଜନସଂଖ୍ୟା ୪୯୨୩୦ ଅଟେ ।[୨] ସେଥି ମଧ୍ୟରୁ ୪୭.୧୦% ଜଣ ପରୁଷ ହୋଇଥିବା ବେଳେ ୫୨.୯୦% ଜଣ ନାରୀ ଅଟନ୍ତି । ଓତ୍ତାପଲମର ସାକ୍ଷରତା ହାର ୮୦.୭୨% ଅଟେ । ଏହା ଜାତୀୟ ହାର ଠାରୁ ୧୫.୮୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୪% ପ୍ରତିଶତ ପୁରୁଷ ଓ ୪୧.୮୭% ନାରୀ ଅଟନ୍ତି । ୧୧.୫୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ମାଲୟଲାମ ଓତ୍ତାପଲମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.