ଓଡ଼ିଶା ରାଜ୍ୟ ଅଭିଲେଖାଗାର
Appearance
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଓଡ଼ିଶା ରାଜ୍ୟ ଅଭିଲେଖାଗାର | |
---|---|
ସାଧାରଣ ସୂଚନା | |
ବିକଳ୍ପ ନାମ | Odisha State Archives |
ଅନୁବନ୍ଧନ | ଓଡ଼ିଶା ସରକାର |
ନିର୍ଦ୍ଦେଶକ | ରଞ୍ଜନ କୁମାର ଦାସ |
ଅବସ୍ଥିତି | |
ଦେଶ | ଭାରତ |
ନଗର | ଭୁବନେଶ୍ୱର |
ଠିକଣା | ସଚିବାଳୟ ମାର୍ଗ, ୟୁନିଟ ୪, ଭୁବନେଶ୍ୱର, ଓଡ଼ିଶା, ଭାରତ |
ୱେବସାଇଟ | http://odishaarchives.nic.in/ |
ଓଡ଼ିଶା ରାଜ୍ୟ ଅଭିଲେଖାଗାର ଏକ ଭାରତୀୟ ପ୍ରମୁଖ ଅଭିଲେଖାଗାର । ଏହା ଓଡ଼ିଶାର ମୁଖ୍ୟ ଅଭିଲେଖାଗାର ଓ ଭୁବନେଶ୍ୱରଠାରେ ଅବସ୍ଥିତ ।[୧]
ଆଧାର
[ସମ୍ପାଦନା]- ↑ Yamin, M. Cultural History of Odisha. Readworthy Publications. ISBN 978-93-5018-430-1.