ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ

ଉଇକିପିଡ଼ିଆ‌ରୁ

ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ ଓଡ଼ିଶାର ଯାତ୍ରା ପ୍ରତିଭାମାନଙ୍କୁ ସମ୍ମାନ ନିମନ୍ତେ ଗଠିତ ଏକ ଦିଆଯାଉଥିବା ଏକ ପୁରସ୍କାର । ଏହା ବାଲେଶ୍ୱର ଜିଲ୍ଲାର ବାହାନଗା ପଞ୍ଚାୟତ ସମିତିରେ ଥିବା ଓଡ଼ଶାଳ ଗାଁରେ ଥିବା ପଞ୍ଚସଖା ଯାତ୍ରା ଏକାଡେମି ତରଫରୁ ଦିଆଯାଇଥାଏ । ଏହି ଅନୁଷ୍ଠାନ ଏହି ଅନୁଷ୍ଠାନ ତରଫରୁ ଯାତ୍ରା ନିମନ୍ତେ ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ ପୁରସ୍କାର ଦିଆଯାଇଥାଏ । ଏଥିରେ ଯାତ୍ରା ଜଗତର ୧୪ ଜଣ ପ୍ରତିଭାଙ୍କୁ ଅନୁଷ୍ଠାନ ତରଫରୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ । ୨୦୧୫ ଫେବୃଆରୀ ୧୬ ତାରିଖରେ ଓଡ଼ଶାଳସ୍ଥିତ ବାବା ବତ୍ସେଶ୍ୱର ମୁକ୍ତ ରଙ୍ଗମଞ୍ଚରେ "ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ" ପ୍ରଦାନ କରାଯିବ । [୧]

୨୦୧୪[ସମ୍ପାଦନା]

ନାମ ବିଭାଗ ଯାତ୍ରା ଦଳ ପୁରସ୍କାର ନାମ
ଅଟଳ ବିହାରୀ ପଣ୍ଡା ଅଭିନୟ (ଶଲାବୁଢ଼ା ଚଳଚ୍ଚିତ୍ର) "ଓଡ଼ିଶା ଯାତ୍ରା ଗୌରବ ସମ୍ମାନ"
ରଞ୍ଜନ ମହାରାଜ "ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସମ୍ମାନ"
ପରମାନନ୍ଦ ସାହୁ "ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସମ୍ମାନ"
ପରମାନନ୍ଦ ସାହୁ "ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସମ୍ମାନ"
ସୁନାମଣି କର "ନାଟ୍ୟଶ୍ରୀ ଅାର୍ତ୍ତବନ୍ଧୁ ରାଉତରାୟ ସମ୍ମାନ"
ଦିବାକର ମହାନ୍ତି "ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା ସମ୍ମାନ"
ଦିବାକର ମହାନ୍ତି "ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା ସମ୍ମାନ"
ମନୋଜ ପଣ୍ଡା "ବିଶ୍ୱନାଥ ମିଶ୍ର ଯାତ୍ରା ନାଟ୍ୟକାର ସମ୍ମାନ"
ବିଜୟ ଦାସ "ବାଉରୀବନ୍ଧୁ ନାୟକ ସ୍ମୃତିସମ୍ମାନ"
ଭାଗ୍ୟଧର ସେଠୀ "ରାମଚନ୍ଦ୍ର ମହାପାତ୍ର ସ୍ମୃତି ସମ୍ମାନ"
ସାନୁ ମଲ୍ଲିକ "ଗୁରୁଶ୍ରୀ କାଶୀନାଥ ବିଶ୍ୱାଳ ଯାତ୍ରା କଳା ସମ୍ମାନ"
ବ୍ରହ୍ମାନନ୍ଦ ସାମଲ ଇଷ୍ଟର୍ନ ରେଡ୍‍ "ପୂର୍ଣଚନ୍ଦ୍ର ଦାସ ଯାତ୍ରା କଳା ସମ୍ମାନ"
କବିତା ଲେଙ୍କା ଶିବାନୀ ଗଣନାଟ୍ୟ "ଦେବେନ୍ଦ୍ର ନାଥ ଜେନା ସ୍ମୃତି ସମ୍ମାନ"
ପଦ୍ମନାଭ ରାଉତ କୋଣାର୍କ ଗଣନାଟ୍ୟ "ଯାତ୍ରା ଗୌରବ ଜଗନ୍ନାଥ ଜେନା ସ୍ମୃତି ସମ୍ମାନ"
ଅଜୟ କୁମାର ରାଉତ "ଯାତ୍ରା ସାମ୍ବାଦିକ ସମ୍ମାନ"
ପ୍ରଦୀପ ମହାରଥୀ କଳିଙ୍ଗ ଗଣନାଟ୍ୟ ସ୍ୱତନ୍ତ୍ର ସମ୍ମାନ

ଆଧାର[ସମ୍ପାଦନା]

  1. ବାରିକ, ଭରତ ଚନ୍ଦ୍ର (୩୦ ନଭେମ୍ବର ୨୦୧୪). "ପଞ୍ଚସଖା ଯାତ୍ରା ଏକାଡେମି ପୁରସ୍କାର ଘୋଷଣା" (PDF). ସମ୍ବାଦ. Retrieved 5 December 2014. {{cite news}}: Check date values in: |date= (help)[permanent dead link]

ଅଧିକ ପଠନ[ସମ୍ପାଦନା]