ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ
ଦେଖଣା
ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ ଓଡ଼ିଶାର ଯାତ୍ରା ପ୍ରତିଭାମାନଙ୍କୁ ସମ୍ମାନ ନିମନ୍ତେ ଗଠିତ ଏକ ଦିଆଯାଉଥିବା ଏକ ପୁରସ୍କାର । ଏହା ବାଲେଶ୍ୱର ଜିଲ୍ଲାର ବାହାନଗା ପଞ୍ଚାୟତ ସମିତିରେ ଥିବା ଓଡ଼ଶାଳ ଗାଁରେ ଥିବା ପଞ୍ଚସଖା ଯାତ୍ରା ଏକାଡେମି ତରଫରୁ ଦିଆଯାଇଥାଏ । ଏହି ଅନୁଷ୍ଠାନ ଏହି ଅନୁଷ୍ଠାନ ତରଫରୁ ଯାତ୍ରା ନିମନ୍ତେ ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ ପୁରସ୍କାର ଦିଆଯାଇଥାଏ । ଏଥିରେ ଯାତ୍ରା ଜଗତର ୧୪ ଜଣ ପ୍ରତିଭାଙ୍କୁ ଅନୁଷ୍ଠାନ ତରଫରୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ । ୨୦୧୫ ଫେବୃଆରୀ ୧୬ ତାରିଖରେ ଓଡ଼ଶାଳସ୍ଥିତ ବାବା ବତ୍ସେଶ୍ୱର ମୁକ୍ତ ରଙ୍ଗମଞ୍ଚରେ "ଓଡ଼ିଶା ଯାତ୍ରା ପ୍ରତିଭା ସମ୍ମାନ" ପ୍ରଦାନ କରାଯିବ । [୧]
୨୦୧୪
[ସମ୍ପାଦନା]ନାମ | ବିଭାଗ | ଯାତ୍ରା ଦଳ | ପୁରସ୍କାର ନାମ |
---|---|---|---|
ଅଟଳ ବିହାରୀ ପଣ୍ଡା | ଅଭିନୟ (ଶଲାବୁଢ଼ା ଚଳଚ୍ଚିତ୍ର) | "ଓଡ଼ିଶା ଯାତ୍ରା ଗୌରବ ସମ୍ମାନ" | |
ରଞ୍ଜନ ମହାରାଜ | "ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସମ୍ମାନ" | ||
ପରମାନନ୍ଦ ସାହୁ | "ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସମ୍ମାନ" | ||
ପରମାନନ୍ଦ ସାହୁ | "ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସମ୍ମାନ" | ||
ସୁନାମଣି କର | "ନାଟ୍ୟଶ୍ରୀ ଅାର୍ତ୍ତବନ୍ଧୁ ରାଉତରାୟ ସମ୍ମାନ" | ||
ଦିବାକର ମହାନ୍ତି | "ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା ସମ୍ମାନ" | ||
ଦିବାକର ମହାନ୍ତି | "ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା ସମ୍ମାନ" | ||
ମନୋଜ ପଣ୍ଡା | "ବିଶ୍ୱନାଥ ମିଶ୍ର ଯାତ୍ରା ନାଟ୍ୟକାର ସମ୍ମାନ" | ||
ବିଜୟ ଦାସ | "ବାଉରୀବନ୍ଧୁ ନାୟକ ସ୍ମୃତିସମ୍ମାନ" | ||
ଭାଗ୍ୟଧର ସେଠୀ | "ରାମଚନ୍ଦ୍ର ମହାପାତ୍ର ସ୍ମୃତି ସମ୍ମାନ" | ||
ସାନୁ ମଲ୍ଲିକ | "ଗୁରୁଶ୍ରୀ କାଶୀନାଥ ବିଶ୍ୱାଳ ଯାତ୍ରା କଳା ସମ୍ମାନ" | ||
ବ୍ରହ୍ମାନନ୍ଦ ସାମଲ | ଇଷ୍ଟର୍ନ ରେଡ୍ | "ପୂର୍ଣଚନ୍ଦ୍ର ଦାସ ଯାତ୍ରା କଳା ସମ୍ମାନ" | |
କବିତା ଲେଙ୍କା | ଶିବାନୀ ଗଣନାଟ୍ୟ | "ଦେବେନ୍ଦ୍ର ନାଥ ଜେନା ସ୍ମୃତି ସମ୍ମାନ" | |
ପଦ୍ମନାଭ ରାଉତ | କୋଣାର୍କ ଗଣନାଟ୍ୟ | "ଯାତ୍ରା ଗୌରବ ଜଗନ୍ନାଥ ଜେନା ସ୍ମୃତି ସମ୍ମାନ" | |
ଅଜୟ କୁମାର ରାଉତ | "ଯାତ୍ରା ସାମ୍ବାଦିକ ସମ୍ମାନ" | ||
ପ୍ରଦୀପ ମହାରଥୀ | କଳିଙ୍ଗ ଗଣନାଟ୍ୟ | ସ୍ୱତନ୍ତ୍ର ସମ୍ମାନ |
ଆଧାର
[ସମ୍ପାଦନା]- ↑ ବାରିକ, ଭରତ ଚନ୍ଦ୍ର (୩୦ ନଭେମ୍ବର ୨୦୧୪). "ପଞ୍ଚସଖା ଯାତ୍ରା ଏକାଡେମି ପୁରସ୍କାର ଘୋଷଣା" (PDF). ସମ୍ବାଦ. Retrieved 5 December 2014.
{{cite news}}
: Check date values in:|date=
(help)[permanent dead link]