ଏସଜୋପିକ୍ଲୋନ

ଉଇକିପିଡ଼ିଆ‌ରୁ
ଏସଜୋପିକ୍ଲୋନ
Clinical data
Trade namesLunesta, Eszop, others
AHFS/Drugs.commonograph
MedlinePlusa605009
data
Pregnancy
category
  • US: C (Risk not ruled out)
Routes of
administration
By mouth (tablets)
Legal status
Legal status
Pharmacokinetic data
Protein binding52–59%
MetabolismLiver oxidation and demethylation (CYP3A4 and CYP2E1-mediated)
Elimination half-life6 hours
ExcretionKidney
Identifiers
  • (S)-(+)-6-(5-Chloro-2-pyridinyl)-7-oxo-6,7-dihydro-5H-pyrrolo[3,4-b]pyrazin-5-yl-4-methyl-1-piperazinecarboxylate
ECHA InfoCard100.149.304 Edit this at Wikidata
Chemical and physical data
FormulaC17H17ClN6O3
Molar mass୩୮୮.୮୧ g·mol−1
3D model (JSmol)
  • O=C(O[C@H]3c1nccnc1C(=O)N3c2ncc(Cl)cc2)N4CCN(C)CC4
  • InChI=1S/C17H17ClN6O3/c1-22-6-8-23(9-7-22)17(26)27-16-14-13(19-4-5-20-14)15(25)24(16)12-3-2-11(18)10-21-12/h2-5,10,16H,6-9H2,1H3/t16-/m0/s1 checkY
  • Key:GBBSUAFBMRNDJC-INIZCTEOSA-N checkY
  (verify)

ଏସଜୋପିକ୍ଲୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ୟବସାୟୀକ ନାମ ଲୁନେଷ୍ଟା, ଏକ ଔଷଧ ଯାହା ନିଦ୍ରାହୀନତା ବା ଇନସୋମ୍ନିଆ ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ | [୧] ଛଅ ମାସ ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଲାଭ ମିଳୁଥିବା ସମର୍ଥନ ହୁଏ | [୨] [୩] [୪] ଏହା ପାଟିରେ ଦିଆଯାଏ | [୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଶୁଖିଲା ପାଟି, ବାନ୍ତି, ଏବଂ ମୁଣ୍ଡ ବୁଲାଇବା ହୋଇପାରେ | [୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତା, ଅପବ୍ୟବହାର, ହାଲୁସିନେସନ୍ ଏବଂ ଆଞ୍ଜିଓଇଡିମା ଅନ୍ତର୍ଭୁକ୍ତ ହୋଇପାରେ | [୫] ଯକୃତ ସମସ୍ୟା ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି | [୫] ଔଷଧର ମାତ୍ରା ଶୀଘ୍ର ହ୍ରାସ କଲେ ପ୍ରତ୍ୟାହାର ହୋଇପାରେ | [୫] ଏସଜୋପିକ୍ଲୋନ୍ ଏକ ଅଣବେଞ୍ଜୋଡାଏଜେପିନ ସିଡେଟିଭ ହିପନୋଟିକ ଶ୍ରେଣୀର ଔଷଧ ଏବଂ ସାଇକ୍ଲୋପାଇରୋଲୋନ ଭାବରେ ଶ୍ରେଣୀଭୁକ୍ତ ହୋଇଛି | [୬] ଏହା ଜୋପିକ୍ଲୋନର ଏସ-ସ୍ଟେରିଓ ଆଇସୋମର | [୫] ଏହା ଗାବା (GABA) ରିସେପ୍ଟର ସହିତ ଯୋଗାଯୋଗ କରି କାର୍ଯ୍ୟ କରେ | [୭]

୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ଏସଜୋପିକ୍ଲୋନ ଜେନେରିକ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଷ୍ଟ୍ରରେ ହୋଲସେଲ ମୂଲ୍ୟ ପ୍ରତି ଡୋଜରେ ପ୍ରାୟ ୦.୨୦ ଡଲାର ଅଟେ। [୮] ୨୦୧୭ ମସିହାରେ, ଏହା ଯୁକ୍ତରାଷ୍ଟ୍ରରେ ୨୧୪ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୯] [୧୦] ୟୁରୋପୀୟ ୟୁନିଅନରେ ଏଜୋପିକ୍ଲୋନ୍ ବିକ୍ରି ହୁଏ ନାହିଁ, ଯେହେତୁ 2009ରେ ଇଏମଅ/EMA ନିୟମ ଅନୁସାରେ ଏହା ଜୋପିକ୍ଲୋନ୍ ସହିତ ସାମଞ୍ଜସ୍ୟ ଥିବାରୁ ପେଟେଣ୍ଟ ଉତ୍ପାଦ ଭାବରେ ପରିଗଣିତ ହୋଇପାରିବ ନାହିଁ | [୧୧] [୧୨]

ଆଧାର[ସମ୍ପାଦନା]

  1. Huedo-Medina, TB; Kirsch, I; Middlemass, J; Klonizakis, M; Siriwardena, AN (Dec 17, 2012). "Effectiveness of non-benzodiazepine hypnotics in treatment of adult insomnia: meta-analysis of data submitted to the Food and Drug Administration". BMJ (Clinical Research Ed.). 345: e8343. doi:10.1136/bmj.e8343. PMC 3544552. PMID 23248080.
  2. ୨.୦ ୨.୧ ୨.୨ "Eszopiclone Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 25 October 2010. Retrieved 6 April 2019.
  3. Huedo-Medina, TB; Kirsch, I; Middlemass, J; Klonizakis, M; Siriwardena, AN (Dec 17, 2012). "Effectiveness of non-benzodiazepine hypnotics in treatment of adult insomnia: meta-analysis of data submitted to the Food and Drug Administration". BMJ (Clinical Research Ed.). 345: e8343. doi:10.1136/bmj.e8343. PMC 3544552. PMID 23248080.
  4. Rösner, S; Englbrecht, C; Wehrle, R; Hajak, G; Soyka, M (10 October 2018). "Eszopiclone for insomnia". The Cochrane Database of Systematic Reviews. 10: CD010703. doi:10.1002/14651858.CD010703.pub2. PMC 6492503. PMID 30303519.
  5. ୫.୦ ୫.୧ ୫.୨ ୫.୩ ୫.୪ "Eszopiclone Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 25 October 2010. Retrieved 6 April 2019.
  6. "Eszopiclone" (PDF). F.A. Davis. 2017. Archived from the original (PDF) on October 8, 2017. Retrieved April 15, 2017.
  7. "Eszopiclone" (PDF). F.A. Davis. 2017. Archived from the original (PDF) on October 8, 2017. Retrieved April 15, 2017.
  8. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  9. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
  10. "Eszopiclone - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.
  11. "End of Sepracor-GSK Deal Raises Question in Lunesta Patent Fight". www.cbsnews.com. 13 June 2009. Archived from the original on 7 April 2019. Retrieved 7 April 2019.
  12. "Sepracor Pharmaceuticals Ltd withdraws its marketing authorisation application for Lunivia (eszopiclone)". European Medicines Agency (in ଇଂରାଜୀ). 15 June 2009. Archived from the original on 1 December 2017. Retrieved 7 April 2019.