Jump to content

ଏମ୍‍. ଆରାବଲୁ ଆପଲାସ୍ୱାମୀ ନାଇଡ଼ୁ

ଉଇକିପିଡ଼ିଆ‌ରୁ
ଏମ୍‍. ଆରାବଲୁ ଆପଲାସ୍ୱାମୀ ନାଇଡ଼ୁ
ବିଧାୟକ: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭  ୧୯୪୬
ନିର୍ବାଚନ ମଣ୍ଡଳୀକୋରାପୁଟ (ମନୋନୀତ)
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାବ୍ରିଟିଶ ଭାରତ
ଭାରତୀୟ ଅଧିରାଜ୍ୟ
ଭାରତୀୟ
ରାଜନୀତିକ ଦଳନିର୍ଦ୍ଦଳୀୟ
ବୃତ୍ତିରାଜନୀତିଜ୍ଞ

ଏମ୍‍. ଆରାବଲୁ ଆପଲାସ୍ୱାମୀ ନାଇଡ଼ୁ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୩୬ ମସିହାରେ ଗଠିତ ହୋଇଥିବା ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ସେ ମନୋନୀତ ହୋଇଥିଲେ ।[][]

ରାଜନୈତିକ ଜୀବନ

[ସମ୍ପାଦନା]

ଏମ୍‍. ଆରାବଲୁ ଆପଲାସ୍ୱାମୀ ନାଇଡ଼ୁ ଜଣେ ମନୋନୀତ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।[]

  1. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୮. ISBN 978-81-89436-54-4. Retrieved 16 November 2023.{{cite book}}: CS1 maint: unrecognized language (link)
  2. 1 2 "Shri M.R.Ry. Arabolu Appalaswami Naidu". odishaassembly.nic.in. Odisha Assembly. Retrieved 16 November 2023.