Jump to content

ଏପୋଏଟିନ ଆଲଫା

ଉଇକିପିଡ଼ିଆ‌ରୁ
ଏପୋଏଟିନ ଆଲଫା
Clinical data
Pronunciation/ɛˈp.ɪtɪn/
Trade namesEpogen, Retacrit, Procrit, others
SynonymsEpoetin alfa-epbx
AHFS/Drugs.commonograph
MedlinePlusa692034
data
Pregnancy
category
  • Unknown
Routes of
administration
IV or subcutaneous
Legal status
Legal status
Chemical and physical data
FormulaC815H1317N233O241S5
Molar mass୧୮,୩୯୬.୧୯ g·mol−1
  (verify)

ଏପୋଏଟିନ ଆଲଫା, ଏକ ବେପାର ନାମ ଇପୋଜେନ, ହେଉଛି ଏକ ଔଷଧ ଯାହା କ୍ରନିକ ବୃକ୍‌କ ରୋଗ ଏବଂ କେମୋଥେରାପି କାରଣରୁ ରକ୍ତହୀନତା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅସ୍ତ୍ରୋପଚାର ପୂର୍ବରୁ ମଧ୍ୟମ ଧରଣର ରକ୍ତ କ୍ଷୟ ହେବାର ଆଶଙ୍କା ଥିଲେ ମଧ୍ୟ ଏହା ବ୍ୟବହୃତ ହୋଇପାରେ ।[] ଏହା ଚର୍ମ ତଳେ କିମ୍ବା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଜ୍ୱର, ମୁଣ୍ଡ ବୁଲାଇବା ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍, ହୃଦ୍‌ପାତ, ରକ୍ତ ଜମାଟ ବାନ୍ଧିବା ଏବଂ ପୂର୍ବରୁ ଥିବା କର୍କଟ ରୋଗର ଅବନତି ହୋଇପାରେ ।[] ଗର୍ଭାବସ୍ଥାରେ ଏହା ସୁରକ୍ଷିତ ଥିବା ଜଣାପଡିଛି ।[] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜି ବ୍ୟବ‌ହୃତ ଏକ ଏରିଥ୍ରୋପୋଇସିସ୍-ଉତ୍ତେଜକ ଏଜେଣ୍ଟ[] [] ଏହା ଲାଲ ରକ୍ତ କଣିକା ଉତ୍ପାଦନକୁ ଉତ୍ସାହିତ କରି କାର୍ଯ୍ୟକ୍ଷମ ହୁଏ ।[]

୧୯୮୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏପୋଏଟିନ ଆଲଫା ଅନୁମୋଦିତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ଯୁକ୍ତରାଜ୍ୟରେ ୬୦୦୦ ୟୁନିଟ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୩୩ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୫ ଡଲାର ଅଟେ ।[]

  1. "Abseamed EPAR". European Medicines Agency (EMA). 17 September 2018. Archived from the original on 23 March 2020. Retrieved 2 April 2020.
  2. "Abseamed". Union Register of medicinal products. Archived from the original on 21 January 2021. Retrieved 14 January 2021.
  3. 1 2 3 4 5 6 7 "Epoetin Alfa Monograph for Professionals". Drugs.com (in ଇଂରାଜୀ). Archived from the original on 27 December 2021. Retrieved 15 December 2021.
  4. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 1060. ISBN 978-0857114105.
  5. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  6. "Epogen Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 December 2021. Retrieved 15 December 2021.