Jump to content

ଏପିରୁବିସିନ

ଉଇକିପିଡ଼ିଆ‌ରୁ
ଏପିରୁବିସିନ
Clinical data
Pronunciationep” i roo’ bi sin[]
Trade namesEllence, Pharmorubicin, Epirubicin Ebewe, others
SynonymsEpirubicin hydrochloride
AHFS/Drugs.commonograph
MedlinePlusa603003
Pregnancy
category
  • AU: D
  • US: D (Evidence of risk)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    BioavailabilityNA
    Protein binding77%
    MetabolismLiver glucuronidation and oxidation
    ExcretionBiliary and kidney
    Identifiers
    • (8S,10S)-10-{[(2R,4S,5R,6S)-4-Amino-5-hydroxy-6-methyloxan-2-yl]oxy}-6,8,11-trihydroxy-8-(2-hydroxyacetyl)-1-methoxy-5,7,8,9,10,12-hexahydrotetracene-5,12-dione
    Chemical and physical data
    FormulaC27H29NO11
    Molar mass୫୪୩.୫୩ g·mol−1
    3D model (JSmol)
    • O=C2c1c(O)c5c(c(O)c1C(=O)c3cccc(OC)c23)C[C@@](O)(C(=O)CO)C[C@@H]5O[C@@H]4O[C@H]([C@H](O)[C@@H](N)C4)C
    • InChI=1S/C27H29NO11/c1-10-22(31)13(28)6-17(38-10)39-15-8-27(36,16(30)9-29)7-12-19(15)26(35)21-20(24(12)33)23(32)11-4-3-5-14(37-2)18(11)25(21)34/h3-5,10,13,15,17,22,29,31,33,35-36H,6-9,28H2,1-2H3/t10-,13-,15-,17-,22-,27-/m0/s1 checkY
    • Key:AOJJSUZBOXZQNB-VTZDEGQISA-N checkY
      (verify)

    ଏପିରୁବିସିନ, ଅନ୍ୟମାନଙ୍କ ମଧ୍ୟରେ ଏଲେନ୍ସ ଏକ ବିକ୍ରୟ ନାମ, ହେଉଛି ସ୍ତନ କର୍କଟ, ପାକସ୍ଥଳୀ କର୍କଟ, ଛୋଟ କୋଷ ଫୁସଫୁସ କର୍କଟ, ଓଭାରି କର୍କଟ, ବୃହଦନ୍ତ୍ର-ମଳାଶୟ କର୍କଟ, ଲିମ୍ଫୋମା, ମୂତ୍ରାଶୟ କର୍କଟ ଏବଂ ଲିଉକେମିଆ ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] [] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ କିମ୍ବା ମୂତ୍ରାଶୟରେ ଭର୍ତ୍ତି କରାଯାଏ ।[] []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ, ଅଇ, ଅସ୍ଥି ମଜ୍ଜା ଦମନ, ପାଟିର ପ୍ରଦାହ, ଗରମ ଫ୍ଲସ୍, ତରଳ ଝାଡ଼ା, ସଂକ୍ରମଣ, ରାସ, ଓ ଜ୍ୱର ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌ପିଣ୍ଡ ନଷ୍ଟ, ଅନୁର୍ବରତା, ଅଧିକ କର୍କଟ ରୋଗ ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଆନ୍ଥ୍ରାସାଇକ୍ଲିନ୍ ଯାହା ଡିଏନଏ ସୁତ୍ରମାନଙ୍କୁ (DNA ଷ୍ଟ୍ରାଣ୍ଡକୁ) ଇଣ୍ଟରକାଲେଟିଙ୍ଗ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ଯାହାଫଳରେ ଡିଏନଏ ପ୍ରସ୍ତୁତିର ଅବରୋଧ ହୁଏ । []

    ୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏପିରୁବିସିନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୫୦ ମିଗ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ୮୭ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୦ ଡଲାର ଅଟେ । []

    1. 1 2 "Doxorubicin". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 16 May 2021. Retrieved 15 December 2021.
    2. 1 2 3 4 5 6 "EpiRUBicin Monograph for Professionals". Drugs.com (in ଇଂରାଜୀ). Archived from the original on 7 June 2021. Retrieved 15 December 2021.
    3. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 947. ISBN 978-0857114105.
    4. "Epirubicin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 April 2021. Retrieved 15 December 2021.