Jump to content

ଏଜେଟିମାଇବ

ଉଇକିପିଡ଼ିଆ‌ରୁ
ଏଜେଟିମାଇବ
Clinical data
Pronunciation/ɛˈzɛtɪmɪb, -mb/
Trade namesZetia, Ezetrol, others
AHFS/Drugs.commonograph
MedlinePlusa603015
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Bioavailability35% to 65%
    Protein binding>90%
    MetabolismIntestinal wall, liver
    Elimination half-life19 h to 30 h
    ExcretionRenal 11%, faecal 78%
    Identifiers
    • (3R,4S)-1-(4-fluorophenyl)-3-[(3S)-3-(4-fluorophenyl)-3-hydroxypropyl]-4-(4-hydroxyphenyl)azetidin-2-one
    ECHA InfoCard100.207.996 Edit this at Wikidata
    Chemical and physical data
    FormulaC24H21F2NO3
    Molar mass୪୦୯.୪୩ g·mol−1
    3D model (JSmol)
    Melting point164 to 166 °C (327 to 331 °F)
    • Fc1ccc(cc1)[C@@H](O)CC[C@H]4C(=O)N(c2ccc(F)cc2)[C@@H]4c3ccc(O)cc3
    • InChI=1S/C24H21F2NO3/c25-17-5-1-15(2-6-17)22(29)14-13-21-23(16-3-11-20(28)12-4-16)27(24(21)30)19-9-7-18(26)8-10-19/h1-12,21-23,28-29H,13-14H2/t21-,22+,23-/m1/s1 checkY
    • Key:OLNTVTPDXPETLC-XPWALMASSA-N checkY
      (verify)

    ଏଜେଟିମାଇବ ଏକ ଔଷଧ ଯାହା ଉଚ୍ଚ ରକ୍ତ କୋଲେଷ୍ଟ୍ରଲ ଏବଂ ଅନ୍ୟାନ୍ୟ ଡିସଲିପିଡେମିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ | [] ସାଧାରଣତଃ ଏହା ସ‌ହିତ ଷ୍ଟାଟିନ ଓ ଖାଦ୍ୟପେୟ ପରିବର୍ତ୍ତନ ଆବଶ୍ୟକ ହୁଏ | [] ଏକାକୀ, ଏହା ଏକ ଷ୍ଟାଟିନ୍ ଅପେକ୍ଷା କମ୍ ପସନ୍ଦ କରାଯାଏ | [] ଏହା ପାଟିରେ ଦିଆଯାଏ | [] ଏହାର ସ୍ଥିର ମିଶ୍ରଣ ମିଳେ ଯାହା ଏଜେଟିମାଇବ/ ସିମ‌ଭାଷ୍ଟିନ, ଏଜେଟିମାଇବ/ଆଟରଭାଷ୍ଟିନ ଓ ଏଜେଟିମାଇବ/ରୋସୁଭାଷ୍ଟିନ ନାମରେ ମଧ୍ୟ ଉପଲବ୍ଧ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉପର ଶ୍ୱସନଳୀ ସଂକ୍ରମଣ, ଗଣ୍ଠି ଯନ୍ତ୍ରଣା, ତରଳ ଝାଡ଼ା ଏବଂ ଥକାପଣ ହୋଇପାରେ | [] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ଯକୃତ ସମସ୍ୟା, ଉଦାସୀନତା ଏବଂ ମାଂସପେଶୀ ଭାଙ୍ଗିଯିବା ହୋଇପାରେ | [] [] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ଏହାର ସୁରକ୍ଷା ଅସ୍ପଷ୍ଟ ଅଟେ | [] ଅନ୍ତନଳୀରେ କୋଲେଷ୍ଟେରୋଲ ଅବଶୋଷଣ ହ୍ରାସ କରି ଏଜେଟିମାଇବ କାର୍ଯ୍ୟକ୍ଷମ ହୁଏ ।[]

    ଏଜେଟିମାଇବ ୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଏକ ମାସର ଯୋଗାଣ ନିମନ୍ତେ ୨୦୧୯ସୁଦ୍ଧା ଏନଏଚଏସକୁ ୨୬.୨୧ ପାଉଣ୍ଡ ମୂଲ୍ୟ ଦେବାକୁ ହୁଏ । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ $ ୫.୮୫ ଅଟେ। [] ୨୦୧୭ ମସିହାରେ, ଏହା ଯୁକ୍ତରାଷ୍ଟ୍ରରେ ୧୫୧ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [] []

    1. 1 2 3 "Ezetimibe Monograph for Professionals". Drugs.com. American Society of Health-System Pharmacists. Retrieved 13 April 2019.
    2. 1 2 3 British national formulary : BNF 76 (76 ed.). Pharmaceutical Press. 2018. p. 196. ISBN 9780857113382.
    3. 1 2 3 4 "Ezetimibe Monograph for Professionals". Drugs.com. American Society of Health-System Pharmacists. Retrieved 13 April 2019.
    4. "Ezetimibe (Zetia) Use During Pregnancy". Drugs.com. Retrieved 13 April 2019.
    5. 1 2 British national formulary : BNF 76 (76 ed.). Pharmaceutical Press. 2018. p. 196. ISBN 9780857113382.
    6. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
    7. "The Top 300 of 2020". ClinCalc. Retrieved 11 April 2020.
    8. "Ezetimibe - Drug Usage Statistics". ClinCalc. Retrieved 11 April 2020.