Jump to content

ଋଷିକେଶ

ଉଇକିପିଡ଼ିଆ‌ରୁ
ଋଷିକେଶ
Rishikesh
ऋषिकेश
हृषीकेश
ସହର
ଗଙ୍ଗା ନଦୀ ଉପରେ ଥିବା ଲକ୍ଷ୍ମଣ ଝୁଲା ପୋଲ ପାଖରେ ଋଷିକେଶର ଦୃଶ୍ୟ
ଗଙ୍ଗା ନଦୀ ଉପରେ ଥିବା ଲକ୍ଷ୍ମଣ ଝୁଲା ପୋଲ ପାଖରେ ଋଷିକେଶର ଦୃଶ୍ୟ
Nickname(s): 
ଯୋଗନଗରୀ, योगनगरी
ଦେଶ ଭାରତ
ରାଜ୍ୟଉତ୍ତରାଖଣ୍ଡ
ଜିଲ୍ଲାଡେରାଡୁନ୍
Named forହୃଷୀକେଶ (ବିଷ୍ଣୁଙ୍କ ଏକ ଅବତାର)
Government
  Typeମୁନିସିପାଲିଟି
  Bodyଋଷିକେଶ ପୌରପରିଷଦ
  ଚେୟାରମ୍ୟାନଦୀପ ଶର୍ମା (INC)
Area
  ସମୁଦାୟ11.5 km2 (4.4 sq mi)
Elevation
372 m (1,220 ft)
Population
  Total୧,୦୨,୧୩୮ (urban agglomeration)
୫୪,୪୬୬
୪୭,୬୭୨
  Rank୭ମ
  Density8,851/km2 (22,920/sq mi)
ଭାଷା
  ସରକାରୀହିନ୍ଦୀ
ସଂସ୍କୃତ
Time zoneUTC+୫:୩୦ (IST)
ପିନ୍
୨୪୯୨୦୧
ଟେଲିଫୋନ କୋଡ଼୦୧୩୫
ଯାନବାହାନ ପଞ୍ଚୀକରଣUK 14
ସାକ୍ଷରତା୮୬.୮୬%
ପୁରୁଷ-ନାରୀ ଅନୁପାତ୮୭୫ /
Websitewww.rishikesh.in

ଋଷିକେଶ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଋଷିକେଶ, ୩୦.୧୦୭୮ ଉତ୍ତର ଅକ୍ଷାଂଶ ଓ ୭୮.୨୯୨୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୩୫ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଋଷିକେଶ ସହରର ମୋଟ ଜନସଂଖ୍ୟା ୫୯୬୭୧ ଅଟେ ।[] ସେଥି ମଧ୍ୟରୁ ୫୫.୬୧% ଜଣ ପରୁଷ ହୋଇଥିବା ବେଳେ ୪୪.୩୯% ଜଣ ନାରୀ ଅଟନ୍ତି । ଋଷିକେଶର ସାକ୍ଷରତା ହାର ୭୪.୮୧% ଅଟେ । ଏହା ଜାତୀୟ ହାରଠାରୁ ୯.୯୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୪.୭୩% ପ୍ରତିଶତ ପୁରୁଷ ଓ ୩୦.୦୮% ନାରୀ ଅଟନ୍ତି । ୧୨.୧୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ, ଋଷିକେଶର ସରକାରୀ ଭାଷା ଅଟେ ।

ପାଣିପାଗ

[ସମ୍ପାଦନା]
Climate data for Rishikesh
Month Jan Feb Mar Apr May Jun Jul Aug Sep Oct Nov Dec Year
Average high °C (°F) 20
(68)
23
(73)
29
(84)
35
(95)
39
(102)
38
(100)
33
(91)
32
(90)
32
(90)
30
(86)
26
(79)
22
(72)
29.9
(85.8)
Average low °C (°F) 7
(45)
9
(48)
14
(57)
18
(64)
23
(73)
25
(77)
25
(77)
24
(75)
23
(73)
17
(63)
11
(52)
8
(46)
17
(62.5)
Average precipitation mm (inches) 51
(2.01)
33
(1.3)
34
(1.34)
9
(0.35)
20
(0.79)
94
(3.7)
482
(18.98)
495
(19.49)
219
(8.62)
76
(2.99)
9
(0.35)
17
(0.67)
୧,୫୩୯
(୬୦.୫୯)
Average rainy days 3 2 3 1 2 7 15 16 8 2 0 1 60
Mean daily sunshine hours 6 7 8 9 9 7 6 6 7 8 8 7 7.3
Source: Weather2Travel[]

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Directory of Cities, Towns, and Regions in India". Retrieved 27 September 2015.
  2. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "Rishikesh Climate and Weather Averages, India". Weather2Travel. Retrieved 2014-01-14.

ବାହାର ଲିଙ୍କ

[ସମ୍ପାଦନା]