ଉଦ୍ବୋଧନ
ଦେଖଣା
| ପ୍ରକାର | ମାସିକ |
|---|---|
| ମାଲିକ | ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ |
| ପ୍ରତିଷ୍ଠାତା | ସ୍ୱାମୀ ବିବେକାନନ୍ଦ |
| ସମ୍ପାଦକ | ସ୍ୱାମୀ ଚୈତନ୍ୟାନନ୍ଦ |
| ପ୍ରତିଷ୍ଠିତ | ଜାନୁଆରୀ ,୧୮୯୯ |
| ଭାଷା | ବଙ୍ଗଳା |
| ମୁଖ୍ୟାଳୟ | କଲିକତା |
| Circulation | ୭୨୦୦୦[୨୦୧୧] |
| ୱେବସାଇଟ | www |
ଉଦ୍ବୋଧନ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ମାସିକ ବଙ୍ଗଳା ମୁଖପତ୍ର । ଏହ ପତ୍ରିକାଟି ସ୍ୱାମୀ ବିବେକାନନ୍ଦଙ୍କଦ୍ୱାରା ୧୮୯୯ ମସିହାରେ ପ୍ରତିଷ୍ଠିତ । ସ୍ୱାମୀ ତ୍ରିଗୁଣାତୀତାନନ୍ଦ ଏହାର ପ୍ରଥମ ସମ୍ପାଦକ ଥିଲେ । ବର୍ତ୍ତମାନ ଏହା କଲିକତାରୁ ପ୍ରକାଶିତ ହେଉଛି ଓ ଏହାର ସଦସ୍ୟ ସଂଖ୍ୟା ପ୍ରାୟ ୭୨,୦୦୦ ।