Jump to content

ଉଦିତ ଭାନୁ

ଉଇକିପିଡ଼ିଆ‌ରୁ
ଉଦିତ ଭାନୁ
ଜନ୍ମ
ଉଦିତ ଭାନୁ

(1996-12-27) ୨୭ ଡିସେମ୍ବର ୧୯୯୬ (ବୟସ ୨୭)
ବାଗନାଗୁଡା, ଭରଣପୁର, ନବରଙ୍ଗପୁର, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ
ପିତାମାତାନିତ୍ଯାନନ୍ଦ, ଜମ୍ବୁବତୀ

ଉଦିତ ଭାନୁ (ଜନ୍ମ: ୨୭ ଡିସେମ୍ବର ୧୯୯୬) ଜଣେ ଓଡିଆ ଗାୟକ।[] ସେ ଭଣ୍ଡାର ଘରଣୀ ଓଡିଆ ଭଜନରେ ପ୍ରଥମ କରି ପ୍ରଚ୍ଛଦପଟ ଗାୟକ ଭାବରେ କାମ କରିଥିଲେ। ସେ ଓଡ଼ିଶାରେ ଜନ୍ମିତ ଓ ଓଡିଆ ଅଭିନେତା ତଥା ଗାୟକ ଓ ସଂଗୀତ ନିର୍ଦେଶକ ଭାବେ କାର୍ଯ୍ୟ କରନ୍ତି।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଉଦିତ ଭାନୁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ବାଗନାଗୁଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ନିତ୍ଯାନନ୍ଦ ଓ ମା ଜମ୍ବୁବତୀ। ସେ ଛୋଟବେଳୁ ଗୀତ ଶିଖିବା ଆରମ୍ଭ କରିଥିଲେ। ସେ ଟିକି ସୁନା ଗୁରୁଙ୍କଠାରୁ ପ୍ରଥମେ ଗୀତ ଶିଖିଥିଲେ।[]

[]

ଅଧିକ ତଥ୍ୟ

[ସମ୍ପାଦନା]
  1. "Good Morning Odisha || Singer Udit Bhanu || 21st Nov 2023 | MBCTv Odisha". MBC TV. 2023-11-21. Retrieved 2024-09-30.
  2. Udit Bhanu - Movies, Biography, News, Age & Photos. BookMyShow Biography
  3. "ଟେଲି ଫିଲ୍ମ ଅମାବାସ୍ୟାର ଜହ୍ନ ସୁଟିଂ ଶେଷ". Sangharsa News (in ଇଂରାଜୀ). 2023-06-26. Retrieved 2024-10-25.
  4. "Page No 09 - JEYPORE - 10 Oct, 2024 - Prameya Epaper". www.prameyaepaper.com. Retrieved 2024-10-25.