ଉତ୍ତର ଲକ୍ଷ୍ମୀପୁର
Appearance
North Lakhimpur
উত্তৰ লখিমপুৰ | |
---|---|
city | |
Nickname: NLP | |
Country | India |
State | Assam |
District | Lakhimpur |
Government | |
• Body | North Lakhimpur Municipality Board |
Area | |
• ସମୁଦାୟ | 15 km2 (6 sq mi) |
Elevation | 101 m (331 ft) |
Population (2011)[୧] | |
• Total | ୫୯,୮୧୪ |
• Density | 4,000/km2 (10,000/sq mi) |
Time zone | UTC+5:30 (IST) |
PIN | 787001[୨] |
Telephone code | 91-3752[୩] |
ଯାନବାହାନ ପଞ୍ଚୀକରଣ | AS-07 |
ଉତ୍ତର ଲକ୍ଷ୍ମୀପୁର ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଆସାମର ଲଖିମ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଉତ୍ତର ଲକ୍ଷ୍ମୀପୁର ୨୭.୨୩୭୨ ଉତ୍ତର ଅକ୍ଷାଂଶ ଓ ୯୪.୧୦୯୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୯୧ ଫୁଟ ଉଚ୍ଚତାରେ ରହିଛି ।[୪]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଉତ୍ତର ଲକ୍ଷ୍ମୀପୁର ସହରର ମୋଟ ଜନସଂଖ୍ୟା ୫୪୨୬୨ ଅଟେ ।[୫] ସେଥି ମଧ୍ୟରୁ ୫୩.୨୭% ଜଣ ପରୁଷ ହୋଇଥିବା ବେଳେ ୪୬.୭୩% ଜଣ ନାରୀ ଅଟନ୍ତି । ଉତ୍ତର ଲକ୍ଷ୍ମୀପୁରର ସାକ୍ଷରତା ହାର ୬୯.୦୩% ଅଟେ । ଏହା ଜାତୀୟ ହାରଠାରୁ -୪.୧୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୦୩% ପ୍ରତିଶତ ପୁରୁଷ ଓ ୩୦.୦୦% ନାରୀ ଅଟନ୍ତି । ୧୩.୧୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]
ଭାଷା
[ସମ୍ପାଦନା]ଅହମିଆ ଉତ୍ତର ଲକ୍ଷ୍ମୀପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ India Post. "Pincode search - North Lakhimpur". Archived from the original on 2011-07-16. Retrieved 2008-07-28.
- ↑ Bharat Sanchar Nigam Ltd. "STD Codes for cities in Assam". Retrieved 2008-07-28.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୫.୦ ୫.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.