ଉଇକିପିଡ଼ିଆ ଆଲୋଚନା:ଚାଟସଭା/ପ୍ରଶ୍ନ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଅଧିକାଂଶ ସମୟରେ ଅନେକ ପ୍ରଶ୍ନ ଏଠାରେ ପଚରାଯାଉଛି ଯାହା ଠିକ ଭାବରେ ଲେଖାଯାଇନଥିଲେ ଆମେ ତାକୁ ଲିଭାଇ ଦେଉଛି, ତା ବଦଳରେ ସେସବୁକୁ ଚାଟସଭା/ଅଦରକାରୀ ପ୍ରଶ୍ନ ବା ସେମିତି କିଛି ନାଁ ଦେଇ ରଖାଯାଇପାରିଲେ ପରେ କେବେ ଜାଣି ହୁଅନ୍ତା କେତେ ପ୍ରଶ୍ନ ଠିକ ଭାବେ ପଚରାଯାଇଥିଲା ଆଉ କେତେ ପ୍ରଶ୍ନ ଠିକ ଭାବେ ପଚରାଯାଇନଥିଲା । କଣ କହୁଛନ୍ତି ବନ୍ଧୁମାନେ?--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୩୩, ୧୫ ଅକ୍ଟୋବର ୨୦୧୨ (UTC)

ହଁ, ଆରମ୍ଭ କରିଛନ୍ତି ଆପଣେ WP:ଚାଟସଭା/ଅଦରକାରୀ ପ୍ରଶ୍ନ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୦୨, ୧୫ ଅକ୍ଟୋବର ୨୦୧୨ (UTC)

ଚାଟସଭାରେ ଫଳକ[ସମ୍ପାଦନା]

ଚାଟସଭାର ଉପରେ ଗୋଟିଏ ଛାଞ୍ଚ ଦିଆଯାଉ, ଯେଉଁଥିରେ ଚାଟସଭାରେ କେଉଁ ପ୍ରକାର ପ୍ରଶ୍ନର ଉତ୍ତର ଦିଆଯାଏ ସେ ସମ୍ପର୍କରେ ସୂଚନା ଦିଆଯିବ । ଏହା ଦ୍ଵାରା ନୂଆ ପାଠକ ମାନେ ଏଠାରେ ଅନାବନା ପ୍ରଶ୍ନ ପଚାରିବେ ନାହିଁ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୫୭, ୨୭ ନଭେମ୍ବର ୨୦୧୨ (UTC)

errors detected by the Check Wiki project[ସମ୍ପାଦନା]

errors detected by Check Wiki project can be fixed using WPCleaner. i assume it requies admin to enable and configure. i request to enable on our wiki. thank you. Gunyam (ମୋ ଆଲୋଚନା) ୧୧:୦୦, ୧୩ ଫେବୃଆରୀ ୨୦୨୩ (IST)[reply]