ଉଇକିପିଡ଼ିଆ ଆଲୋଚନା:ପ୍ରଶ୍ନ ପଚାରନ୍ତୁ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏଠାରେ ହୋଇଥିବା ଆଲୋଚନା ଅନୁସାରେ ଏକ ପ୍ରସ୍ତାବିତ ନାମ ଚାଟସଭାକୁ ନେଇ ପ୍ରକଳ୍ପଟି ଆରମ୍ଭ କରାଗଲା, ତେବେ ଏହି ନାମଟି ଚୁଡାନ୍ତ ନୁହେଁ, ସଭ୍ୟମାନେ ଯଦି ଅନ୍ୟ ନାମ ଟି ଚାହାନ୍ତି ତାହେଲେ ସେହି ଲିଙ୍କକୁ ଯାଇ ନାମ ଦିଅନ୍ତୁ, ଏହାକୁ ପରେ ନାମଟିଏ ଚୂଡାନ୍ତ ହେଲେ ପୁଣି ଘୁଞ୍ଚାଯାଇପାରିବ ।--ସୁଭାସିସପାଣିଗାହିମୋତେ କହିବେ କିଛି? ୧୧:୨୮, ୧୭ ମାର୍ଚ ୨୦୧୨ (UTC)

i am a new user in odia[ସମ୍ପାଦନା]

mu wikipedi re new user achhi mate kichhi sahayaata dar kar thila. jadi apana dekhu chhanti ta daya kariki reply karantu. DHANYABAD Amjadalisuraz6 (ମୋ ଆଲୋଚନା) ୦୬:୩୪, ୩ ଜୁନ ୨୦୧୨ (UTC)

ଆଦରର ସୁରଜ, ଉଇକିପିଡ଼ିଆରେ ଲେଖିବାରେ ଆଗ୍ରହ ପ୍ରକାଶ କରିଥିବାରୁ ଅଶେଷ ଧନ୍ୟବାଦ, ଏଥିରେ ଓଡ଼ିଆରେ ଲେଖିବା ପାଇଁ ସଭା ଉପରେ ଥିବା "Type in Odia" ରେ କ୍ଲିକ କରନ୍ତୁ, ତା ପରେ ଆପଣ ଡାହାଣ ପଟେ ଥିବା ଖୋଜା ଘର (Search box)ରେ କିଛି ଟାଇପ କଲେ ତାହା ଓଡ଼ିଆରେ ଲେଖିହୋଇଯିବ । ସେଥିରେ ଗୋଟିଏ ପ୍ରସଙ୍ଗ/ଆର୍ଟିକିଲର ନାମ ଟାଇପ କଲେ ତାହା କିଛି ନାମ ଆପଣଙ୍କୁ ଦେଖାଇବ, ଧରନ୍ତୁ, ଆପଣ "ଭୁବନେ" ଟାଇପ କଲେ, ତାହା ଅନେକ ଗୁଡିଏ ନାମ ଦେଖାଇଲା, ତା ଭିତରୁ ଆପଣ "ଭୁବନେଶ୍ଵର ବାଛିଲେ (କ୍ଲିକ କରି), ଏବେ ସେହି ପ୍ରସଙ୍ଗଟି ଖୋଲିବ । ତା ପରେ ସେଥିରେ ସଭା ଉପରେ ଥିବା "ଏହାକୁ ବଦଳାନ୍ତୁ" ରେ କ୍ଲିକ କରନ୍ତୁ, ଯଦି କିଛି ବନାନ ଭୁଲ ଥାଏ ତାହାକୁ ସଂଶୋଧନ କରନ୍ତୁ ଅଥବା କିଛି ତଥ୍ୟ ନ ଥିଲେ ତାହା ଲେଖନ୍ତୁ । ତାହା ପରେ ତଳକୁ ଯାଇ "ସାଇତିବେ" ରେ କ୍ଲିକ କଲେ ଲେଖାଟି ସାଇତାହୋଇଯିବ ।ଏତକ କରିସାରିଲା ପରେ ପୁଣି ଏଠାରେ ପଚାରନ୍ତୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୭:୦୮, ୩ ଜୁନ ୨୦୧୨ (UTC)

ଅନୁରୋଧ: ମାତୃଭାଷା ଓଡ଼ିଆର ସମ୍ମାନ ରକ୍ଷା କରିବା ଓ ଆଧୁନିକ ଯୁଗରେ ଭାଷାକୁ ବଞ୍ଚାଇ ରଖିବା[ସମ୍ପାଦନା]

I think there are a lot of english wiki pages jahara odia wiki page nahi.. mu just gote example dauchi, see wiki page of IIT-BBS or IIM-Sambalpur or govt Autonomous College Bhawanipatna or Rourkela etc. Seithi content start bele following the english name, mu corresponding odia name add karichi..seita gotia link. If one will click that link, it will lead to the corresponding odia wikipedia page. I REQUEST ALL ODIA WIKIPEDIA USERS TO follow that link stated above (other such links embedded in odia names of that particular english wikipages) and add contents to that odia wikipages.

I use "Google Indic Keyboard" app for typing odia language. Mate bahut bhla bi laguchi and error free bi.

I request all odia to avoid error while writing odia words. However To err is human. But avoid bi kadihaba error.

Internet platform hauchi nua juga ra nua platform. Ethire ama bhasa odia Ku banchai rakhiba ama daitwa.

Odia bhasa prati bahut anyaya hauchi ..eha Ame janu.. sie neet hau ba Google India ra home page hau. Odia bhasa sthana pai nahi. We have to protect our language so that it'll not be extinct in near future.

With regards. Chinu9732 (ମୋ ଆଲୋଚନା) ୧୭:୪୪, ୩୦ ଡିସେମ୍ବର ୨୦୧୬ (IST)[reply]

ପ୍ରିୟ Chinu9732, ଓଡ଼ିଆ ଭାଷା ଓ ଉଇକି ନିମନ୍ତେ ତୁମର ଆଗ୍ରହ ଓ ଅବଦାନ ନିମନ୍ତେ ସାଧୁବାଦ । ପ୍ରକୃତରେ ଯଦି ଓଡ଼ିଆ ଭାଷା ଓ ଓଡ଼ିଆ ଉଇକି ନିମନ୍ତେ କିଛି କରିବାକୁ ଆଗ୍ରହୀ ଥାଅ ତେବେ
  • ଏବେ କରୁଥିବା କାମ (ଇଂରାଜୀ ଉଇକିରେ ଓଡ଼ିଆ ନାମ ଯୋଡ଼ିବା) ପ୍ରଥମେ ବନ୍ଦ କରିଦିଅ । (ସେସବୁ ବହୁପୂର୍ବରୁ ଉଇକିଡାଟାରେ ଅଛି !)
  • ମୋ ସହ କିମ୍ବା ଅନ୍ୟ ଯେକୌଣସି ସକ୍ରିୟ ୱିକିଆଳିଙ୍କ ସହ ଯୋଗାଯୋଗ କଲେ, କେଉଁ କାମ ଅଧିକ ଉପଯୋଗୀ ହେବ ମୁଁ/ ସେ ତୁମକୁ ଜଣାଇବେ ।
ଓଡ଼ିଆ ୱିକିପିଡ଼ିଆ ବାବଦରେ ଆପଣଙ୍କର କିଛି ପ୍ରଶ୍ନ ଥିଲେ ଚାଟସଭାରେ, ଫେସବୁକ ଗୋଠରେ କିମ୍ବା ମୋ ଆଲୋଚନା ପୃଷ୍ଠାରେ ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୫୫, ୩୦ ଡିସେମ୍ବର ୨୦୧୬ (IST)[reply]
Prathamatah mu khyama maguchi je mu odia lipi use karunahi & sudha odia re bi lekhunahin.
Dekhantu mu normal user perspective re kahuchi..apana search karantu any wikipages you'll get that in English. Hardly anybody will Google anything in odia language. So mu bhabe ki there should be a link from where user can jump to corresponding odia wikipage. This will attract other odia users to edit existing content in odia wikipage.
Mu manuchi apananka katha je se sabu wiki data re available achi. But mu apananank kahidaba Ku chahen je mu any edit Kariba purba re sei content Ku odia wikipedia re khoje, if milila then sei link Ku mu appropriate way re paste kare appropriate place re. And jeun content milenahi..mu sei content Ku appropriate way re (with required underscores, other stuff) link die so that Anya Jane user ki mu hi parabarti samaya re sei page re edit karibu. Apana dekhiparanti.. IIM-SAMBALPUR ba iier Brahmapur or UTKALA University etc.. I assure you though not frequently but as a odia language lover I'll involve in other tasks also.
ପ୍ରିୟ ଚିନୁ, ଓଡ଼ିଆ ଉଇକିରେ ଆଲୋଚନା କରିବା ନିମନ୍ତେ ଓଡ଼ିଆ ଲିପିର ବ୍ୟବହାର ବା ଶୁଦ୍ଧ ଓଡ଼ିଆ ନିହାତି ଆବଶ୍ୟକ ନୁହେଁ । (ହିନ୍ଦୀ, ସଂସ୍କୃତ ଓ ଅନ୍ୟ ଭାଷାର ଉଇକିରେ ଆଲୋଚନା କରିବାବେଳେ ମୁଁ ରୋମାନ ଲିପି ବ୍ୟବହାର କରିଥାଏ ।)
ତମେ ଯେଉଁ ସଂଯୋଗ (ଲିଙ୍କ) ରହିବା କଥା ଲେଖିଛ, ସେସବୁ ପୂର୍ବରୁ ଅଛି । ପ୍ରତ୍ୟେକ ଉଇକି ପୃଷ୍ଠାର ବାମପଟେ ଭାଷା/ (Languages) ତଳେ ଅଲଗା ଭାଷାର ଉଇକିରେ ଥିବା ସେହି ପ୍ରସଙ୍ଗ ନିମନ୍ତେ ଲିଙ୍କ ରହିଥାଏ, ସେହି ଲିଙ୍କରେ କ୍ଳିକ କଲେ ଅନ୍ୟ ଭାଷାର ପ୍ରସଙ୍ଗଟିକୁ ସିଧାସଳଖ ଯାଇପାରିବ (ଖୋଜିବା ଆବଶ୍ୟକ ନାହିଁ) । ଅନ୍ୟ ଭାଷାରେ ଥିବା ସମାନ ପ୍ରସଙ୍ଗ ପୃଷ୍ଠାରୁ ସେ ବାବଦରେ ଅଧିକ ଜାଣିପାରିବ ।
ଇଂରାଜୀ ଉଇକି ପ୍ରସଙ୍ଗରେ ଆଞ୍ଚଳିକ ଲିପିର ବ୍ୟବହାର ବାବଦରେ ହେଇଥିବା ପୁରୁଣା ଆଲୋଚନାନିଆଯାଇଥିବା ନିଷ୍ପତ୍ତି ବାବଦରେ ତୁମେ ଅବଗତ ଅଛ ବୋଲି ମୋର ବିଶ୍ୱାସ । ଭବିଷ୍ୟତରେ ତୁମେ କରିଥିବା ସମସ୍ତ ନୀତିବିରୁଦ୍ଧ ବଦଳଗୁଡ଼ିକୁ କେହି ପଛକୁ ନ’ଫେରାଉ ସେଇଥିପାଇଁ ସେ କାମ ବନ୍ଦ କରିବାକୁ ଲେଖିଥିଲି ।
ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ ହେବାପରି ଉଇକି ନିମନ୍ତେ ଛୋଟ ଛୋଟ ବଦଳ ମଧ୍ୟ ନିହାତି ଦରକାର, ତେବେ ବାରମ୍ବାର ଚକକୁ ଉଦ୍ଭାବନ କଲେ ନିଜେ ଖୁସି ହେବା ବ୍ୟତିତ ଅନ୍ୟ କିଛି ଲାଭ ମିଳେ ନାହିଁ । ଶୁଭେଚ୍ଛା ସହ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୦୩, ୩୧ ଡିସେମ୍ବର ୨୦୧୬ (IST)[reply]

ଓଡ଼ିଶାର ରାଜପ୍ରାସାଦ[ସମ୍ପାଦନା]

ପରିକୁଦ ●ଖଲ୍ଲିକୋଟ ●ତାଳଚେର

Growth team is looking for your feedback and ideas[ସମ୍ପାଦନା]

Hello!

Have you heard about Growth team

The Growth Team's objective is to work on software changes that help retain new contributors in mid-size Wikimedia projects. We will be starting with Wikipedias, but we hope these changes will benefit every community.

We are contacting your project today, because you may be interested by what we work on.

8 ideas we consider: tell us what you think about them!

We are considering new features to build, that could retain new editors in mid-size Wikipedias. We will be testing new ideas in Czech and Korean Wikipedias, and then we'll talk to more communities (yours!) about adopting the ideas that work well.

We have posted the 8 ideas we are considering. We would really appreciate your thoughts and the thoughts from your community. Please share the ideas, and tell us what do you and your community think of those ideas before September 9.

Share your experiences with newcomers

We want to hear about what is working and what is not working for new contributors in your wiki. We also want to hear any reactions, questions, or opinions on our work. Please post on the team’s talk page, in any language!

Learn more about us

You can visit our team page to find out why our team was formed and how we are thinking about new editors, and our project page for detailed updates on the first project we'll work on.

Get updates on your project page

The Growth team's newsletter will provide updates regularly. You can subscribe to it.

On behalf of the Growth team, Trizek (WMF) (talk) ୨୩:୧୧, ୨୭ ଅଗଷ୍ଟ ୨୦୧୮ (IST)[reply]