ଉଇକିପିଡ଼ିଆ:ମାସର ବଛା ଲେଖା/ଏପ୍ରିଲ ୨୦୧୨
ଦେଖଣା
- ଶ୍ରୀ ଜଗନ୍ନାଥ ଭାରତର ଓଡ଼ିଶାର ପୁରୀରେ ଜଣେ ହିନ୍ଦୁ ଦେବତା ଓ ବୁଦ୍ଧ ରୂପରେ ପୂଜା ପାଇଥାନ୍ତି । ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ଶ୍ରୀଜଗନ୍ନାଥ ପୂଜା ପାଇ ଆସୁଛନ୍ତି । ତେବେ ଶ୍ରୀ ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ ।