ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ସଂକ୍ଷିପ୍ତ କାର୍ଯ୍ୟକ୍ରମ

ଉଇକିପିଡ଼ିଆ‌ରୁ
୨୯ ମାର୍ଚ୍ଚ ୨୦୧୪, ଜୟଦେବ ଭବନ, ଭୁବନେଶ୍ୱର
୯:୩୦ - ୧୦ ସକାଳ ୧୦ - ୧୦.୧୫ ସକାଳ ୧୦.୧୫ - ୧୦:୩୦ ସକାଳ ୧୦:୩୦ - ୧୧ ସକାଳ ୧୧ - ୧୧:୪୫ ସକାଳ ୧୧:୪୫ - ଦିବା ୧୨:୧୫ ଦିବା ୧୨:୧୫ - ଦିବା ୧:୩୦
ନାମଲେଖା "ଓଡ଼ିଶା ଦିବସ ୨୦୧୪"ର ଉଦ୍‌ଘାଟନ ଓଡ଼ିଆ ଉଇକିପିଡ଼ିଆର ଯାତ୍ରା ଓ ଭବିଷ୍ୟତ
(ଶୁଭାଷିସ ପାଣିଗ୍ରାହୀ)
ଜଗନ୍ନାଥ ମହାନ୍ତିଙ୍କ ପୁସ୍ତକଗୁଡ଼ିକର ସତ୍ତ୍ଵମୁକ୍ତ ଉନ୍ମୋଚନ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା
(ଡଃ ଦେବୀପ୍ରସନ୍ନ ପଟ୍ଟନାୟକ)
ମେସିନ ଅନୁବାଦ
(ପ୍ର. ଉଦୟନାଥ ସାହୁ)
ଓଡ଼ିଆ ଓ ମିଡ଼ିଆ: ଗଣମାଧ୍ୟମ ଆଲୋଚନାଚକ୍ର
(ଡ. ଲେନିନ ମହାନ୍ତି, ପ୍ରଦୋଷ ପଟ୍ଟନାୟକ, ସୁବ୍ରତ ପୃଷ୍ଟି)
ଦିବା ୧:୩୦ - ଦିବା ୨:୩୦: ମଧ୍ୟାହ୍ନ ଭୋଜନ ବିରତି
ଦିବା ୨:୩୦ - ଦିବା ୩:୩୦ ଦିବା ୩:୩୦ - ଦିବା ୩:୪୫

ନୂତନ ଉଇକିଆଳିଙ୍କ ନିମନ୍ତେ କର୍ମଶାଳା
(ଅଂଶୁମାନ ଗିରି, ଶିତିକଣ୍ଠ ଦାଶ ଓ ଜ୍ଞାନରଞ୍ଜନ ସାହୁ)

ଉଦ୍‌ଯାପନୀ ଓ ଓଡ଼ିଆ ଉଇକିପିଡ଼ିଆ କିଟର ବିତରଣ

BulbB ନିମ୍ନଲିଖିତ କାର୍ଯ୍ୟକ୍ରମ କେବଳ ଅଭିଜ୍ଞ ଉଇକିଆଳିଙ୍କ ନିମନ୍ତେ । ଏଥିରେ ଯଦି ଆପଣ ଭାଗନେଇ କୌଣସି ବିଷୟରେ ଏକ ଉପସ୍ଥାପନା ଦେବା ପାଇଁ ଚାହାଁନ୍ତି ତେବେ ଦୟାକରି ଉପସ୍ଥାପନା ପୃଷ୍ଠାଟି ଦେଖନ୍ତୁ ।

୩୦ ମାର୍ଚ୍ଚ ୨୦୧୪, କିଟ କ୍ୟାମ୍ପସ: ୬, ହଲ ନଂ: ୪, ଭୁବନେଶ୍ୱର
ସକାଳ ୯:୩୦ - ୧୦ ସକାଳ ୧୦ - ୧୧ ସକାଳ ୧୧ - ଦିବା ୧୨ ଦିବା ୧୨ - ଦିବା ୧:୩୦
ଦିବସର କାର୍ଯ୍ୟକ୍ରମ ବାବଦରେ ପ୍ରାକସୂଚନା
(ଡା. ସୁବାସ ଚନ୍ଦ୍ର ରାଉତ)
କମ୍ୟୁନିଟି ଗଠନରେ ଉଚିତ ଓ ଅନୁଚିତ କାମ
(ଶୁଭାଶିଷ ପାଣିଗ୍ରାହୀ)
ଉଇକିପିଡ଼ିଆରେ ଆଧାର
(ଡା. ସୁବାସ ଚନ୍ଦ୍ର ରାଉତ)
ଛବି ଅପଲୋଡ଼
(ଶିତିକଣ୍ଠ ଦାଶ)
ଦିବା ୧:୩୦ - ଦିବା ୨:୩୦: ମଧ୍ୟାହ୍ନ ଭୋଜନ ବିରତି
ଅପରାହ୍ଣ ୨:୩୦ - ୩:୩୦ ଅପରାହ୍ଣ ୩:୩୦ - ୪:୦୦ ଅପରାହ୍ଣ ୪:୦୦ - ୪:୩୦ ଦିବା ୪:୩୦ - ଦିବା ୫:୦୦
ଉଚ୍ଚତର କର୍ମଶାଳା
(ଅଂଶୁମାନ ଗିରି)
ଉଇକିପିଡ଼ିଆ ଓ ଉଇକିଡାଟା
(ମୃତ୍ୟୁଞ୍ଜୟ କର)
ଚାହା ପାନ ଓ ଫଟୋଉଠା କାର୍ଯ୍ୟକ୍ରମ ଉଇକିଆଳି ଆଲୋଚନାଚକ୍ର ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ