ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/କାର୍ଯ୍ୟକ୍ରମ/କର୍ମଶାଳା
ଦେଖଣା
ନୂଆ ଉଇକିଆଳିଙ୍କ ନିମନ୍ତେ କର୍ମଶାଳା
ଉଇକିଆଳି କିଏ ?
ଯେଉଁମାନେ ଉଇକିପିଡ଼ିଆରେ ଲେଖାଲେଖି କରନ୍ତି ଆମେ ସେମାନଙ୍କୁ ଉଇକିଆଳି କହିଥାଉ, ଇଂରାଜୀରେ ଉଇକିପିଡିଆନ୍ ।
କାର୍ମଶାଳା କାହିଁକି ଆବଶ୍ୟକ ?
ଉଇକିପିଡ଼ିଆରେ ଯେକୌଣସି ବ୍ୟକ୍ତି ଅବଦାନ କରିପାରିବେ । ତେବେ ଲେଖା ଲେଖି କରିବାବେଳେ କିଛି ନିର୍ଦ୍ଧିଷ୍ଟ ଶୈଳୀରେ ଲେଖିଲେ ଏହା ସୁନ୍ଦର ଦେଖାଯାଏ ଓ ପଠନ ଉପୋଯୋଗୀ ହୋଇଥାଏ । କର୍ମଶାଳାରେ ଏହି ବିଷୟ ବାବଦରେ ସମ୍ୟକ ସୂଚନା ଦିଆଯାଇଥାଏ । ଓଡ଼ିଆ ଭାଷାରେ କମ୍ପ୍ୟୁଟରର ବ୍ୟବହାର ଶିଖାଯାଏ । ଏହା ବ୍ୟତୀତ ନୂଆ ଉଇକିଆଳିମାନେ ପୁରୁଣା ଉଇକିଆଳିଙ୍କ ସହ ଭେଟିବାର ସୁଯୋଗ ପାଇଥାନ୍ତି, ଏହା ସେମାନଙ୍କ ମନରେ ଉତ୍ସାହ ଆଣିଦିଏ ।
-
ଓଡ଼ିଆ ଉଇକିପିଡ଼ିଆ କାର୍ମଶାଳାରେ ସମ୍ପାଦନାରତ
କିଛି ଶିକ୍ଷକ ଓ ଛାତ୍ରଛାତ୍ରୀଗଣ -
ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନାରତ ଶିକ୍ଷକ-ଶିକ୍ଷିକାଗଣ
୧୪ ନଭେମ୍ବର ୨୦୧୩ -
ପ୍ରଥମ କର୍ମଶାଳା, ଭୁବନେଶ୍ୱର
୦୩ ଏପ୍ରିଲ ୨୦୧୧
ଏଥର କର୍ମଶାଳାରେ ହେବାକୁ ଥିବା କାର୍ଯ୍ୟକ୍ରମ
କାର୍ଯ୍ୟକ୍ରମ | ବିବରଣୀ | ଉପସ୍ଥାପନା |
---|---|---|
ଓଡ଼ିଆରେ କିପରି ଲେଖିବେ ? | ଅଧିକାଂଶ ବ୍ୟକ୍ତି ଇଂରାଜୀ କି-ବୋର୍ଡ ବିଶିଷ୍ଟ କମ୍ପ୍ୟୁଟର ବ୍ୟବହାର କରୁଥିବାରୁ ଓଡ଼ିଆ ଲିପିରେ ଲେଖିବାବେଳେ ଅସୁବିଧା ଭୋଗ କରନ୍ତି । ଓଡ଼ିଆରେ ଲେଖିବା କିନ୍ତୁ ବହୁତ ସହଜ । ଏହାର ବହୁବିଧ ଉପାୟ ବିଷୟରେ ସୂଚନା ଦିଆଯିବ । |
ଡଃ. ସୁବାସ ଚନ୍ଦ୍ର ରାଉତ |
ଉଇକିପିଡ଼ିଆରେ ନୂଆ ଲେଖାଟିଏ ଗଢିବେ । | ||
ଶିରୋନାମା କିପରି ଦେବେ ? | ||
ଲିଙ୍କ କିପରି ଯୋଡିବେ ? | ||
ତଥ୍ୟପେଟି କିପରି ଯୋଡିବେ ? | ଲେଖା ଗୁଡ଼ିକୁ ଅଧିକ ପଠନ ଯୋଗ୍ୟ କରିବା ପାଇଁ ତଥ୍ୟପେଟି ଯୋଡାଯାଏ । ଯେଉଁଥିରେ ବିଷୟ ବାବଦରେ ବର୍ଣ୍ଣନା ନରହି କେବଳ ତଥ୍ୟ ରହେ । | |
ଶ୍ରେଣୀ କିପରି ଯୋଡିବେ ? | ଲେଖା ଗୁଡ଼ିକୁ ଶ୍ରେଣୀ ଭୁକ୍ତ କରି ରଖିଲେ, ଖୋଜିବା ପାଇଁ ସୁବିଧା ହୁଏ । | |
ଫୋଟ ଓ ଭିଡିଓ କିପରି ଅପଲୋଡ କରିବେ ? |