ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/କାର୍ଯ୍ୟକ୍ରମ/ଉଇକିଆଳି ଆଲୋଚନାଚକ୍ର
ଦେଖଣା
ପୁରୁଣା ଉଇକିଆଳିଙ୍କ ଆଲୋଚନା ଚକ୍ର
ଓଡ଼ିଶା ଦିବସ ପାଳନ ଅବସରରେ ବହୁତ ପୁରୁଣା ଉଇକିଆଳିମାନେ ଏକତ୍ରିତ ହେବାର ଯୋଜନା ଅଛି । ତେଣୁ ଓଡ଼ିଆ ଉଇକିପିଡ଼ିଆର ଭବିଷ୍ୟତ ଯୋଜନା କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।
ଆଲୋଚ୍ୟ ବିଷୟ:
- ଓଡ଼ିଆ ଉଇକିପିଡ଼ିଆକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଏହାର ଗୁରୁତ୍ତ୍ଵ ବୁଝାଇବା
- ଆନୁଷ୍ଠାନିକ ସହବନ୍ଧନ ଓ ତାହା ମାଧ୍ୟମରେ ଅଧିକ ବହିର ଡିଜିଟାଲ ରୂପ
- ଉଇକିଆଳି ତଥା ପ୍ରସଙ୍ଗ ବୃଦ୍ଧି
- ବିଗତ ବର୍ଷର କାର୍ଯ୍ୟକ୍ରମମାନଙ୍କରୁ ମିଳିଥିବା ଶିକ୍ଷା
- ଗୋଟିଏ ବିଷୟକୁ ମିଳିମିଶି ଉନ୍ନତି କରିବା - ଟାସ୍କ ଫୋର୍ସର ଗଠନ
- ଓଡ଼ିଆ ଉଇକିପିଡିଆ ପାଇଁ ସ୍ଵତନ୍ତ୍ର ନିଯମାବଳୀ
- ଆଗାମୀ ମେଳଣ/କାର୍ମଶାଳା/ଉତ୍ସବ