ଉଇକିପିଡ଼ିଆ:ଆଲୋଚନା/୨୦୧୮-୦୮-୧୧

ଉଇକିପିଡ଼ିଆ‌ରୁ
ଭାଗନେଇଥିଲେ
ଆଲୋଚନା

୦:୦୦-୦୦:୪୦: Saileshpat - ଓଡ଼ିଆ ଭର୍ତୁଆଲ ଏକାଡେମୀ - ଓଡ଼ିଆ ବହି ଆସୁଛି । କି କି ଅସୁବିଧା ରହିଛି ।
୧:୦୮-୧:୧୫: ଦୀପ୍ତିମାନ: ଆମେ ପିଡ଼ିଏଫରୁ ଲେଖାକୁ କନଭର୍ଟ କରିପାରିବା
୧:୧୬-୧:୨୦: MKar: କରିପାରିବା ହେଲେ ନୀତିବିରୁଦ୍ଧ ହୋଇପାରେ ।
୩:୨୦: ଶୈଳେଶ: ସରକାରଙ୍କ ନାମରେ ଏକ ଆକାଉଣ୍ଟରୁ ଅପଲୋଡ଼ ହେବ ।
୩:୪୦: ୱେବସାଇଟରେ ଲେଖାହେବା ଦରକାର ଯେ ଲାଇସେନ୍ସ ଓପନ ଲାଇସେନ୍ସରେ ଉପଲବ୍ଧ ବୋଲି ।
୫:୫୫-: ଡିଜିଟାଲ ଅୱାରନେସ ମନ୍ଥ
୯:୩୫: ଓଭା କମିଟି ସଙ୍ଗେ ଆମେ ବସିବା ଓ ଆଲୋଚନା କରିବା ।
୯:୫୫: ସଂସ୍କୃତି ଓ ପର୍ଯ୍ୟଟନ ଅଲଗା ହୋଇଯିବା ପରେ ଏବେ କାମ କରିବାକୁ ସୁବିଧା
୧୧:୦୦: ୧୬ତମ ଜନ୍ମତିଥି
୧୩:୦୦: ୧୬ତମ ଜନ୍ମତିଥିର ରିପୋର୍ଟ
୧୯:୦୦: http://odiabibhaba.in ରେ ଅନେକ ଉପାଦେୟ ବହି ଅଛି, ସେଗୁଡ଼ିକ ଉଇକିପିଡ଼ିଆରେ ଆଧାର ଭାବେ ଓ କପିରାଇଟ ସରିଯାଇଥିଲେ ଉଇକିପାଠାଗାର
୨୧:୦୦: ମୃତ୍ୟୁଞ୍ଜୟ କରଙ୍କ ଅବଦାନ ବାବଦରେ ଆସଫ ଉଇକିମାନିଆରେ ଜଣାଇଲେ ।
୨୨:୫୦: ଉଇକିପାଠାଗାରରେ ଅବଦାନ କମିଯାଉଛି
୨୩:୪୫: ଓସିଆରରେ କେତେ ସଠିକତା ରହୁଛି -
୨୫:୧୦: OCR4Wikisource କେତେ କାମକରୁଛି? MKar: ସେତେ ବେଶୀ କାମକରୁନି ।
୨୭:୦୦: ଗୁଗୁଲ
୨୯:୦୦: ଉଇକିଅଭିଧାନ ପ୍ରାୟତଃ ଆଉ କିଛି ବର୍ଷ ପରେ ବନ୍ଦ ହୋଇଯାଇପାରେ । ସବୁ ଉଇକିଡାଟା ଭିତରେ ରହିବ ।
୩୮:୫୦: ଉଇକିପାଠାଗାର ବାବଦରେ ସୋସିଆଲ ମିଡ଼ିଆ ଓ ନିଜ ହ୍ୟାଣ୍ଡଲରୁ ଆମେ ବେଶୀ ଲେଖୁନୁ ତେଣୁ ଲୋକ ଜାଣିପାରୁନାହାନ୍ତି । ଆମେ ଯଦି ସପ୍ତାହରେ ଥରେ ହେଲେ ଉଇକି ପାଠାଗାରରେ ସମୟ ଦେଲେ ଭଲହୁଅନ୍ତା ।