ବ୍ୟବହାରକାରୀ:Guguly18

    ଉଇକିପିଡ଼ିଆ‌ରୁ

    ମୋ ନାମ ଦୀପ୍ତିମାନ ପାଣିଗ୍ରାହୀ।ମୁଁ ଭୁବନେଶ୍ବରରେ ରହୁଛି।ଆଇଟିଇଆର, ଭୁବନେଶ୍ଵର ରୁ କମ୍ପ୍ୟୁଟର ବିଜ୍ଞାନ ରେ ସ୍ନାତକ। ବି.ଆଇ.ଟି ମେସ୍ରା ରେ ସୂଚନା ସୁରକ୍ଷା (ଇନଫରମେସନ ସିକୁରୀଟି) ରେ ସ୍ନାତକୋତ୍ତର । ଜାତୀୟ ପ୍ରଦ୍ୟୋଗିକୀ ପ୍ରତିଷ୍ଠାନ, ବର୍ତ୍ତମାନ ୱାରାଙ୍ଗଲ ରେ ଜୁନିଅର ରିସର୍ଚ ଫେଲୋ ଭାବେ କାମ କରୁଥିଲି । ପରେ ରିଲାଏନ୍ସ ଜିଓ ଇନ୍ଫୋକାମ ଓ CtrlS ଡେଟାସେଣ୍ଟର ରେ କାମ କରିଲାପରେ ବର୍ତ୍ତମାନ ଉଇପ୍ରୋ ଲିମିଟେଡରେ କାର୍ଯ୍ୟରତ ।
    ନିଜ ଘର- ଓଡଗାଁ , ନୟାଗଡ ଜିଲ୍ଲା
    ବାସ କରୁଥିବା ସହର- ଭୁବନେଶ୍ବର

    Wikipedia:Babel
    Konark Wheel.jpgଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
    or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
    Search user languages