ଇଷ୍ଟ୍ରାଡେଫାଇଲିନ

ଉଇକିପିଡ଼ିଆ‌ରୁ
ଇଷ୍ଟ୍ରାଡେଫାଇଲିନ
Clinical data
Trade namesNourianz, Nouryant[୧]
SynonymsKW-6002
AHFS/Drugs.commonograph
data
Routes of
administration
By mouth
Legal status
Legal status
Pharmacokinetic data
Protein binding98%
MetabolismMainly CYP1A1, CYP3A4, and CYP3A5
Elimination half-life64–69 hrs
Excretion68% faeces, 18% urine
Identifiers
  • 8-[(E)-2-(3,4-dimethoxyphenyl)vinyl]-1,3-diethyl-7-methyl-3,7-dihydro-1H-purine-2,6-dione
ECHA InfoCard100.230.117 Edit this at Wikidata
Chemical and physical data
FormulaC20H24N4O4
Molar mass୩୮୪.୪୪ g·mol−1
3D model (JSmol)
  • O=C2N(c1nc(n(c1C(=O)N2CC)C)\C=C\c3ccc(OC)c(OC)c3)CC
  • InChI=1S/C20H24N4O4/c1-6-23-18-17(19(25)24(7-2)20(23)26)22(3)16(21-18)11-9-13-8-10-14(27-4)15(12-13)28-5/h8-12H,6-7H2,1-5H3/b11-9+ checkY
  • Key:IQVRBWUUXZMOPW-PKNBQFBNSA-N checkY
  (verify)

ଇଷ୍ଟ୍ରାଡେଫାଇଲିନ (ଇଂରାଜୀ ଭାଷାରେ Istradefylline), ନ୍ୟୁରିୟାନ୍ଜ୍ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗର (ପିଡି) “ଅଫ୍” ଏପିସୋଡ୍/ ବୃତ୍ତାନ୍ତ ପାଇଁ ଲେଭୋଡୋପା/କାର୍ବିଡୋପା ସହିତ ବ୍ୟବହୃତ ହୁଏ ।[୩] [୪] ଏକ "ଅଫ୍" ଏପିସୋଡ୍ ଅର୍ଥ ହେଉଛି ଏକ ସମୟ ଯେତେବେଳେ ପାର୍କିନ୍‌ସନ୍ ରୋଗ ନିମନ୍ତେ ଅନ୍ୟ ଔଷଧଗୁଡିକ ଭଲ କାମ କରୁନଥିବା ଫଳସ୍ୱରୂପ କମ୍ପନ ଏବଂ ଚାଲିବାରେ ଅସୁବିଧା ହୋଇଥାଏ ।[୩] ଏହା ପାଟିରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିଚ୍ଛାକୃତ ମାଂସପେଶୀ ଗତି, କୋଷ୍ଠକାଠିନ୍ୟ, ହାଲୁସିନେସନ୍, ମୁଣ୍ଡ ବୁଲାଇବା, ବାନ୍ତି, ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାଧ୍ୟତାମୂଳକ ଆଚରଣ (compulsive behavior) ଅନ୍ତର୍ଭୁକ୍ତ ହୋଇପାରେ | [୩] ଏହା ଏକ ଆଡେନୋସିନ ଏ୨ଏ (A2A) ରିସେପ୍ଟର ଆଣ୍ଟାଗୋନିଷ୍ଟ | [୫]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଷ୍ଟ୍ରାଡେଫାଇଲିନ ଅନୁମୋଦିତ ହୋଇଥିଲା ।[୬] ୟୁରୋପରେ ଲାଭ ବିଷୟରେ ଅସ୍ପଷ୍ଟ ପ୍ରମାଣ ହେତୁ ୨୦୨୧ରେ ଅନୁମୋଦନ ମନା କରାଯାଇଥିଲା ।[୫] ଯୁକ୍ତରାଜ୍ୟରେ ଏହା ଉପଲବ୍ଧ ନୁହେଁ | [୧] ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ପ୍ରାୟ ୧୫୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Istradefylline". SPS - Specialist Pharmacy Service. 18 September 2019. Archived from the original on 24 May 2021. Retrieved 1 December 2021.
  2. "Nourianz- istradefylline tablet, film coated". DailyMed. Archived from the original on 2 November 2021. Retrieved 4 January 2021.
  3. ୩.୦ ୩.୧ ୩.୨ ୩.୩ ୩.୪ "Drug Trials Snapshots: Nourianz". U.S. Food and Drug Administration (FDA). 23 September 2019. Archived from the original on 20 November 2019. Retrieved 19 November 2019.
  4. Cabreira V, Soares-da-Silva P, Massano J (April 2019). "Contemporary Options for the Management of Motor Complications in Parkinson's Disease: Updated Clinical Review". Drugs. 79 (6): 593–608. doi:10.1007/s40265-019-01098-w. PMID 30905034.
  5. ୫.୦ ୫.୧ "Nouryant". Archived from the original on 14 November 2021. Retrieved 1 December 2021.
  6. "Istradefylline Monograph for Professionals". Drugs.com (in ଇଂରାଜୀ). Archived from the original on 18 October 2019. Retrieved 26 November 2021.
  7. "Istradefylline Prices, Coupons & Savings Tips - GoodRx". GoodRx. Retrieved 1 December 2021.