Jump to content

ଇମିପେନେମ/ସିଲାଷ୍ଟାଟିନ/ରିଲାବ୍ୟାକ୍ଟମ

ଉଇକିପିଡ଼ିଆ‌ରୁ
ଇମିପେନେମ/ସିଲାଷ୍ଟାଟିନ/ରିଲାବ୍ୟାକ୍ଟମ
Combination of
Imipenemβ-Lactam antibiotic
CilastatinDehydropeptidase inhibitor
Relebactamβ-Lactamase inhibitor
Clinical data
Trade namesRecarbrio
SynonymsMK-7655A
AHFS/Drugs.commonograph
MedlinePlusa619046
data
Routes of
administration
Intravenous
Legal status
Legal status

ଇମିପେନେମ/ସିଲାଷ୍ଟାଟିନ/ରିଲାବ୍ୟାକ୍ଟମ (ଇଂରାଜୀ ଭାଷାରେ Imipenem/cilastatin/relebactam), ରେକାରବ୍ରିଓ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଏବଂ ଆଣ୍ଟିବାୟୋଟିକ ଯାହା ହସପିଟାଲରେ ନିମୋନିଆ, ସେପସିସ୍, ମୂତ୍ରନଳୀ ସଂକ୍ରମଣ ଏବଂ ପେଟ ଭିତରେ ହେଉଥିବା ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]


ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ମୁଣ୍ଡବିନ୍ଧା, ଜ୍ୱର, ଇଞ୍ଜେକସନ ସ୍ଥାନରେ ପ୍ରଦାହ ଏବଂ ଅଧିକ ଯକୃତ ଏନଜାଇମ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିଓଡେସ ଡିଫିସିଲ ସଂକ୍ରମଣ, ବାତ ଏବଂ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ ।[] ଇମିପେନେମ୍ ହେଉଛି ଏକ ପେନେମ, ସିଲାଷ୍ଟାଟିନ୍ ଏହାର ଭାଙ୍ଗିବାକୁ ରୋକିଥାଏ ଏବଂ ବିଟା-ଲାକ୍ଟାମେଜ୍ର କାର୍ଯ୍ୟକଳାପକୁ ରେଲିବ୍ୟାକ୍ଟାମ ଅବରୋଧ କରିଥାଏ ।[]

୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୦୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବାକୁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[][] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୨୫ ମାତ୍ରାର ମୂଲ୍ୟ ୩,୮୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭୨୦୦ ଡଲାର ଅଟେ ।[]

  1. 1 2 3 4 "Recarbrio EPAR". European Medicines Agency (EMA). 10 December 2019. Archived from the original on 2 March 2020. Retrieved 1 March 2020.
  2. "Recarbrio- imipenem anhydrous, cilastatin, and relebactam anhydrous injection, powder, for solution". DailyMed. 4 December 2019. Archived from the original on 1 December 2020. Retrieved 1 March 2020.
  3. 1 2 3 4 "Imipenem, Cilastatin, and Relebactam Monograph for Professionals". Drugs.com (in ଇଂରାଜୀ). Archived from the original on 30 November 2021. Retrieved 25 November 2021.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 550. ISBN 978-0857114105.
  5. "Recarbrio Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 25 November 2021.