ଇବ୍ରିଟୁମୋମାବ
| Monoclonal antibody | |
|---|---|
| Type | Whole antibody |
| Source | Mouse |
| Target | CD20 |
| Clinical data | |
| Pronunciation | /ɪbrɪtuːmoʊmæb taɪʌksɛtæn/[୧] |
| Trade names | Zevalin |
| Synonyms | Ibritumomab tiuxetan |
| AHFS/Drugs.com | monograph |
| data |
|
| Routes of administration | intravenous |
| Legal status | |
| Legal status |
|
| (verify) | |
ଇବ୍ରିଟୁମୋମାବ (ଇଂରାଜୀ ଭାଷାରେ Ibritumomab), ଜେଭାଲିନ୍ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ନନ୍-ହଜକିନ୍ସ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ରିଟକ୍ସିମାବ ଔଷଧ ଚିକିତ୍ସା ପରେ ଏହା ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲାଲ ରକ୍ତ କଣିକା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, କମ୍ ପ୍ଲାଟେଲେଟ୍, ଦୁର୍ବଳତା, ଜ୍ୱର ଏବଂ ଅଇ ଲାଗେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ମାୟେଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ ହୋଇପାରେ ।[୨] ଏହା ରେଡିଓଆକ୍ଟିଭ୍ ଉପାଦାନ ଇଟ୍ରିଅମ-୯୦ (yttrium-90) ସହିତ ସଂଯୁକ୍ତ ହୋଇଥିବା ଏକ ମୋନୋକ୍ଲୋନାଲ ଆଣ୍ଟିବଡି । ବି କୋଷଗୁଡ଼ିକରେ ମିଳୁଥିବା ସିଡି୨୦ (CD20) ସହିତ ମୋନୋକ୍ଲୋନାଲ ଆଣ୍ଟିବଡି ବନ୍ଧନଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।
୨୦୦୨ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୦୪ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଇବ୍ରିଟୁମୋମାବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧର ଏକ ମାତ୍ରାର ମୂଲ୍ୟ ୫୯,୩୦୦ ଡଲାର ଥିଲା ।[୪] ଖର୍ଚ୍ଚ-ଉପକାରର ପର୍ଯ୍ୟାପ୍ତ ପ୍ରମାଣ ଅଭାବ ହେତୁ ୨୦୦୭ରେ ସ୍କଟଲ୍ୟାଣ୍ଡରେ ଏହାରବ୍ୟବହାର ସୁପାରିଶ କରାଯାଇନଥିଲା ।[୫]
ଆଧାର
[ସମ୍ପାଦନା]- ↑ "Ibritumomab Tiuxetan". National Cancer Institute (in ଇଂରାଜୀ). 26 February 2008. Archived from the original on 9 July 2020. Retrieved 25 July 2020.
- ↑ ୨.୦ ୨.୧ ୨.୨ "Ibritumomab Monograph for Professionals". Drugs.com (in ଇଂରାଜୀ). Archived from the original on 26 February 2021. Retrieved 24 November 2021.
- ↑ ୩.୦ ୩.୧ ୩.୨ "Zevalin". Archived from the original on 11 November 2020. Retrieved 24 November 2021.
- ↑ "Y-90 Zevalin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 24 November 2021.
- ↑ "ibritumomab tiuxetan (Zevalin)". Scottish Medicines Consortium (in ଇଂରାଜୀ). Archived from the original on 11 December 2021. Retrieved 24 November 2021.