Jump to content

ଇନସୁଲିନ ଗ୍ଲୁଲିସାଇନ

ଉଇକିପିଡ଼ିଆ‌ରୁ
ଇନସୁଲିନ ଗ୍ଲୁଲିସାଇନ
Clinical data
Trade namesApidra, Apidra SoloStar
AHFS/Drugs.commonograph
MedlinePlusa607033
data
Pregnancy
category
    Routes of
    administration
    Subcutaneous, intravenous
    Legal status
    Legal status
    Chemical and physical data
    FormulaC258H384N64O78S6
    Molar mass୫,୮୨୨.୬୪ g·mol−1
      (verify)

    ଇନସୁଲିନ ଗ୍ଲୁଲିସାଇନ, ବିକ୍ରୟ ନାମ Apidra, ଏକ ପ୍ରକାର ତୁରନ୍ତ କାର୍ଯ୍ୟକ୍ଷମ ଇନସୁଲିନ ଯାହା ମଧୁମେହ ଟାଇପ ୧ମଧୁମେହ ଟାଇପ ୨ ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[] ଖାଇବାର ୧୫ ମିନିଟ ପୂର୍ବରୁ ଓ ୨୦ ମିନିଟ ପରେ ଏହି ଔଷଧ ଇଞ୍ଜେକସନ ଆକାରରେ ଚର୍ମ ତଳେ ଦିଆଯାଏ । ଶିରାରେ ଇଞ୍ଜେକସନ ଆକାରରେ ମଧ୍ୟ ଦିଆଯାଏ ।[] ଦୀର୍ଘକାଳୀନ ଇନସୁଲିନ ସ‌ହିତ ଏହା ଦିଆଯାଏ ।

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା ଏବଂ ଇଞ୍ଜେକସନ୍ ସ୍ଥାନରେ ଯନ୍ତ୍ରଣା ହୋଇପାରେ । [] [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କମ୍ ରକ୍ତ ପୋଟାସିଅମ୍ ଏବଂ ଲାଇପୋଡିଷ୍ଟ୍ରୋଫି ହୋଇପାରେ | [] ଏହା ରେକମ୍ବିନାଣ୍ଟ ଡିଏନଏ କୌଶଳଦ୍ୱାରା ପ୍ରସ୍ତୁତ ହୁଏ ।[]

    ୨୦୦୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ପାଇଁ ଇନସୁଲିନ ଗ୍ଲୁଲିସିନ୍ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୧୦୦ ଡଲାରରୁ ସାମାନ୍ୟ ଅଧିକ ।[]

    1. 1 2 "Insulin glulisine Use During Pregnancy". Drugs.com. 6 April 2020. Archived from the original on 4 December 2020. Retrieved 21 September 2020.
    2. 1 2 "Apidra- insulin glulisine injection, solution Apidra SoloStar- insulin glulisine injection, solution". DailyMed. 6 December 2019. Archived from the original on 25 March 2021. Retrieved 21 September 2020.
    3. 1 2 3 4 "Apidra EPAR". European Medicines Agency (EMA). Archived from the original on 10 October 2020. Retrieved 7 October 2020.
    4. 1 2 3 4 "Insulin Glulisine Monograph for Professionals". Drugs.com (in ଇଂରାଜୀ). Archived from the original on 8 August 2020. Retrieved 26 November 2021."Insulin Glulisine Monograph for Professionals". Drugs.com. Archived from the original on 8 August 2020. Retrieved 26 November 2021.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 754. ISBN 978-0857114105.
    6. "Apidra Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 11 December 2021. Retrieved 26 November 2021.