ଇନସୁଲିନ ଗ୍ଲୁଲିସାଇନ
Clinical data | |
---|---|
Trade names | Apidra, Apidra SoloStar |
AHFS/Drugs.com | monograph |
MedlinePlus | a607033 |
data |
|
Pregnancy category | |
Routes of administration | Subcutaneous, intravenous |
Legal status | |
Legal status | |
Chemical and physical data | |
Formula | C258H384N64O78S6 |
Molar mass | ୫,୮୨୨.୬୪ g·mol−1 |
(verify) |
ଇନସୁଲିନ ଗ୍ଲୁଲିସାଇନ, ବିକ୍ରୟ ନାମ Apidra, ଏକ ପ୍ରକାର ତୁରନ୍ତ କାର୍ଯ୍ୟକ୍ଷମ ଇନସୁଲିନ ଯାହା ମଧୁମେହ ଟାଇପ ୧ ଓ ମଧୁମେହ ଟାଇପ ୨ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଖାଇବାର ୧୫ ମିନିଟ ପୂର୍ବରୁ ଓ ୨୦ ମିନିଟ ପରେ ଏହି ଔଷଧ ଇଞ୍ଜେକସନ ଆକାରରେ ଚର୍ମ ତଳେ ଦିଆଯାଏ । ଶିରାରେ ଇଞ୍ଜେକସନ ଆକାରରେ ମଧ୍ୟ ଦିଆଯାଏ ।[୩] ଦୀର୍ଘକାଳୀନ ଇନସୁଲିନ ସହିତ ଏହା ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା ଏବଂ ଇଞ୍ଜେକସନ୍ ସ୍ଥାନରେ ଯନ୍ତ୍ରଣା ହୋଇପାରେ । [୨] [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କମ୍ ରକ୍ତ ପୋଟାସିଅମ୍ ଏବଂ ଲାଇପୋଡିଷ୍ଟ୍ରୋଫି ହୋଇପାରେ | [୪] ଏହା ରେକମ୍ବିନାଣ୍ଟ ଡିଏନଏ କୌଶଳ ଦ୍ୱାରା ପ୍ରସ୍ତୁତ ହୁଏ ।[୨]
୨୦୦୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ପାଇଁ ଇନସୁଲିନ ଗ୍ଲୁଲିସିନ୍ ଅନୁମୋଦନ କରାଯାଇଥିଲା ।[୪] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୧୦୦ ଡଲାରରୁ ସାମାନ୍ୟ ଅଧିକ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Insulin glulisine Use During Pregnancy". Drugs.com. 6 April 2020. Archived from the original on 4 December 2020. Retrieved 21 September 2020.
- ↑ ୨.୦ ୨.୧ ୨.୨ ୨.୩ "Apidra EPAR". European Medicines Agency (EMA). Archived from the original on 10 October 2020. Retrieved 7 October 2020.
- ↑ ୩.୦ ୩.୧ "Apidra- insulin glulisine injection, solution Apidra SoloStar- insulin glulisine injection, solution". DailyMed. 6 December 2019. Archived from the original on 25 March 2021. Retrieved 21 September 2020.
- ↑ ୪.୦ ୪.୧ ୪.୨ ୪.୩ "Insulin Glulisine Monograph for Professionals". Drugs.com (in ଇଂରାଜୀ). Archived from the original on 8 August 2020. Retrieved 26 November 2021."Insulin Glulisine Monograph for Professionals". Drugs.com. Archived from the original on 8 August 2020. Retrieved 26 November 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 754. ISBN 978-0857114105.
- ↑ "Apidra Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 11 December 2021. Retrieved 26 November 2021.