Jump to content

ଇକ୍ସାଜୋମିବ

ଉଇକିପିଡ଼ିଆ‌ରୁ
ଇକ୍ସାଜୋମିବ
Clinical data
Trade namesNinlaro
SynonymsIxazomib citrate, MLN2238
AHFS/Drugs.commonograph
MedlinePlusa616008
data
Pregnancy
category
  • US: N (Not classified yet)
  • Use is not recommended
Routes of
administration
By mouth (capsules)
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability58%[]
Protein binding99%
MetabolismHepatic (CYP: 3A4 (42%), 1A2 (26%), 2B6 (16%) and others)
Elimination half-life9.5 days
ExcretionUrine (62%), faeces (22%)
Identifiers
  • N2-(2,5-Dichlorobenzoyl)-N-[(1R)-1-(dihydroxyboryl)-3-methylbutyl]glycinamide
ECHA InfoCard100.238.319 Edit this at Wikidata
Chemical and physical data
FormulaC14H19BCl2N2O4
Molar mass୩୬୧.୦୩ g·mol−1
3D model (JSmol)
  • B([C@H](CC(C)C)NC(=O)CNC(=O)c1cc(ccc1Cl)Cl)(O)O
  • InChI=1S/C14H19BCl2N2O4/c1-8(2)5-12(15(22)23)19-13(20)7-18-14(21)10-6-9(16)3-4-11(10)17/h3-4,6,8,12,22-23H,5,7H2,1-2H3,(H,18,21)(H,19,20)/t12-/m0/s1
  • Key:MXAYKZJJDUDWDS-LBPRGKRZSA-N

ଇକ୍ସାଜୋମିବ (ଇଂରାଜୀ ଭାଷାରେ Ixazomib), ନିନଲାରୋ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମଲ୍ଟପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅନ୍ୟାନ୍ୟ ଚିକିସ୍ଥାର ବିଫଳ ହୋଇଥିଲେ ଲେନାଲିଡୋମାଇଡ ଏବଂ ଡେକ୍ସାମେଥାଜୋନ ସହିତ ଏହା ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରଳ ଝାଡ଼ା, କୋଷ୍ଠକାଠିନ୍ୟ, କମ୍ ପ୍ଲାଟେଲେଟ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ପ୍ରାନ୍ତୀୟ ନ୍ୟୁରୋପାଥି, ବାନ୍ତି ଏବଂ ଫୁଲା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ପ୍ରୋଟିଆସମ ଇନହିବିଟର ଏବଂ ଏହା ଜୀବକୋଷଗୁଡ଼ିକରେ ପ୍ରୋଟିନ୍ ଭାଙ୍ଗିବା ପ୍ରତିରୋଧ କରିବାଦ୍ୱାରା କାର୍ଯ୍ୟକ୍ଷମ ହୁଏ ।[]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୬ରେ ୟୁରୋପରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଇକ୍ସାଜୋମିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସପ୍ତାହ ସୁଦ୍ଧା ୪ ସପ୍ତାହର ଚିକିତ୍ସାରେ ପ୍ରାୟ ୬,୩୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୧,୪୦୦ ଡଲାର ଅଟେ ।[]

  1. "Ninlaro- ixazomib capsule". DailyMed. 24 March 2020. Archived from the original on 27 October 2020. Retrieved 19 August 2020.
  2. 1 2 3 4 5 "Ninlaro". European Medicines Agency. Archived from the original on 14 November 2021. Retrieved 1 December 2021.
  3. 1 2 3 4 "Ixazomib Citrate Monograph for Professionals". Drugs.com (in ଇଂରାଜୀ). Archived from the original on 13 May 2021. Retrieved 26 November 2021.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 1009. ISBN 978-0857114105.
  5. "Ninlaro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 August 2021. Retrieved 1 December 2021.