ଲେନାଲିଡୋମାଇଡ

ଉଇକିପିଡ଼ିଆ‌ରୁ
ଲେନାଲିଡୋମାଇଡ
Clinical data
Pronunciation/ˌlɛnəˈlɪdmd/
Trade namesRevlimid, Linamide, others
AHFS/Drugs.commonograph
MedlinePlusa608001
data
Pregnancy
category
  • AU: X (High risk)
  • US: X (Contraindicated)
Routes of
administration
By mouth (capsules)
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
BioavailabilityUndetermined
Protein binding30%
MetabolismUndetermined
Elimination half-life3 hours
ExcretionKidney (67% unchanged)
Identifiers
  • (RS)-3-(4-Amino-1-oxo-1,3-dihydro-2H-isoindol-2-yl)piperidine-2,6-dione
ECHA InfoCard100.218.924 Edit this at Wikidata
Chemical and physical data
FormulaC13H13N3O3
Molar mass୨୫୯.୨୭ g·mol−1
3D model (JSmol)
  • O=C1NC(=O)CCC1N3C(=O)c2cccc(c2C3)N
  • InChI=1S/C13H13N3O3/c14-9-3-1-2-7-8(9)6-16(13(7)19)10-4-5-11(17)15-12(10)18/h1-3,10H,4-6,14H2,(H,15,17,18) checkY
  • Key:GOTYRUGSSMKFNF-UHFFFAOYSA-N checkY
  (verify)

ଲେନାଲିଡୋମାଇଡ, ଏକ ବ୍ୟବସାୟୀକ ନାମ ରେଭଲିମିଡ, ହେଉଛି ଏକ ଔଷଧ ଯାହା ଏକାଧିକ ମାଇଲୋମା (ଏମଏମ/ MM) ଏବଂ ମାଇଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ (MDS)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ଅତି କମରେ ଅନ୍ୟ ଏକ ଚିକିତ୍ସା ପରେ ଏମଏମ ଦିଆଯାଏ ଏବଂ ସାଧାରଣତଃ ଡେକ୍ସାମେଥାଜୋନ ସହିତ ବ୍ୟବହୃତ ହୁଏ | [୨] ଏହା ପାଟିରେ ଦିଆଯାଏ | [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଗଲୁ, ଗଣ୍ଠି ଯନ୍ତ୍ରଣା, ଜ୍ୱର, ମୁଣ୍ଡବିନ୍ଧା ଏବଂ ଶୋଇବାରେ ଅସୁବିଧା ହୋଇପାରେ | [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ପ୍ଲାଲେଟ୍, ନିମ୍ନ ଶ୍ୱେତ ରକ୍ତ କଣିକା ଓ ରକ୍ତ ଜମାଟ ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ | [୨] ବୃକ୍‌କ ସମସ୍ୟା ଥିବା ଲୋକଙ୍କଠାରେ ଏହାର ମାତ୍ରା ନିୟନ୍ତ୍ରଣ କରିବା ଆବଶ୍ୟକ ହୋଇପାରେ | [୨] ଏହାର ଥାଲିଡୋମାଇଡ ପରି ରାସାୟନିକ ଗଠନ ଅଛି କିନ୍ତୁ କାର୍ଯ୍ୟର ଏକ ଭିନ୍ନ ପ୍ରଣାଳୀ ଅଛି | [୩] [୨] ଏହା କିପରି କାର୍ଯ୍ୟ କରେ ତାହା ୨୦୧୯ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନାହିଁ [୨]

ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ୨୦୦୫ ମସିହାରେ ଲେନାଲୋଡିମାଇଡ ଅନୁମୋଦିତ ହୋଇଥିଲା ।[୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । [୪] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହାର ଏକ ମାସର ମୂଲ୍ୟ ପ୍ରାୟ ୧୬,୦୦୦ରୁ ୨୧,୦୦୦ ଆମେରିକୀୟ ଡଲାର ଅଟେ। [୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୩,୪୦୦ରୁ ୪,୪୦୦ ପାଉଣ୍ଡ ଅଟେ | [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Lenalidomide Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2016. Retrieved 27 October 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Lenalidomide Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2016. Retrieved 27 October 2019.
  3. "DailyMed - Revlimid- lenalidomide capsule". dailymed.nlm.nih.gov. Archived from the original on 16 February 2020. Retrieved 27 October 2019.
  4. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  5. "Revlimid Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 October 2019. Retrieved 27 October 2019.
  6. British national formulary : BNF 76 (76 ed.). Pharmaceutical Press. 2018. p. 935. ISBN 9780857113382.