Jump to content

ଆଲୋସେଟ୍ରନ

ଉଇକିପିଡ଼ିଆ‌ରୁ
ଆଲୋସେଟ୍ରନ
Clinical data
Pronunciational oh’ se tron
Trade namesLotronex
AHFS/Drugs.commonograph
MedlinePlusa601230
Pregnancy
category
  • US: B (No risk in non-human studies)
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Bioavailability50–60%
    Protein binding82%
    MetabolismLiver (including CYP2C9, CYP3A4 and CYP1A2)
    Elimination half-life1.5–1.7 hours
    ExcretionRenal 73%, faecal 24%
    Identifiers
    • 5-methyl-2-[(4-methyl-1H-imidazol-5-yl)methyl]-2,3,4,5-tetrahydro-1H-pyrido[4,3-b]indol-1-one
    Chemical and physical data
    FormulaC17H18N4O
    Molar mass୨୯୪.୩୬ g·mol−1
    3D model (JSmol)
    • Cc1nc[nH]c1CN2CCc4c(C2=O)c3ccccc3n4C
    • InChI=1S/C17H18N4O/c1-11-13(19-10-18-11)9-21-8-7-15-16(17(21)22)12-5-3-4-6-14(12)20(15)2/h3-6,10H,7-9H2,1-2H3,(H,18,19) checkY
    • Key:JSWZEAMFRNKZNL-UHFFFAOYSA-N checkY
      (verify)

    ଆଲୋସେଟ୍ରନ, ଏକ ବେପାର ନାମ ଲୋଟ୍ରୋନେକ୍ସ, ହେଉଛି ଏକ ଔଷଧ ଯାହା ମହିଳାମାନଙ୍କଠାରେ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (ଆଇବିଏସ୍) ଜନିତ ତରଳ ଝାଡ଼ାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା କେବଳ ଗୁରୁତର ରୋଗରେ ବ୍ୟବହୃତ ହେବା ଉଚିତ, ଯାହା ଅନ୍ୟାନ୍ୟରେ ଚିକିତ୍ସାରେ ଉପଶମ ହୋଇପାରିବେ ନାହିଁ। [] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଏବଂ ଅଇ ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତନଳୀ ଅବରୋଧ ଏବଂ ଇସକେମିକ୍ କୋଲାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ ୫-ଏଚଟି<sub id="mwGw">୨</sub> (5-HT <sub id="mwGw">3)</sub> ରିସେପ୍ଟର ବ୍ଲକର୍ । []

    ୧୯୮୭ ମସିହାରେ ଆଲୋସେଟ୍ରନ୍ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୦ ଦଶକରେ ଡାକ୍ତରୀ ବ୍ୟବହାରରେ ଆସିଥିଲା । [] [] କୋଷ୍ଠକାଠିନ୍ୟ କାରଣରୁ ଏହା ୨୦୦୦ରେ ସାମୟିକ ଭାବରେ ପ୍ରତ୍ୟାହାର କରାଯାଇଥିଲା କିନ୍ତୁ ୨୦୦୨ରେ ପୁନଃ ଉତ୍ପାଦିତ ହୋଇଥିଲା । [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଷ୍ଟ୍ରରେ ମାସକୁ ୨୦୨୨ ସୁଦ୍ଧା ପ୍ରାୟ ୨୪୦ ଡଲାର ଖର୍ଚ୍ଚ ହୋଇଥାଏ ।[]

    1. 1 2 3 4 "Serotonin 5-HT3 Receptor Antagonists". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 8 May 2021. Retrieved 14 January 2022.
    2. 1 2 "Alosetron Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 14 January 2022.
    3. 1 2 3 "DailyMed - ALOSETRON HYDROCHLORIDE tablet". dailymed.nlm.nih.gov. Archived from the original on 21 April 2021. Retrieved 14 January 2022.
    4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 448. ISBN 9783527607495. Archived from the original on 2021-09-30. Retrieved 2021-10-11. {{cite book}}: Unknown parameter |name-list-format= ignored (|name-list-style= suggested) (help)
    5. 1 2 "Alosetron Prices, Coupons & Savings Tips - GoodRx". GoodRx. Archived from the original on 24 January 2016. Retrieved 14 January 2022.