ଆଲୋଚନା:ଶୀତଲ ପାତ୍ର
ଦେଖଣା
ଏହି ପ୍ରସଙ୍ଗଟି ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭ରେ ତିଆରି କରାଯାଇଛି। |
ନାମ
[ସମ୍ପାଦନା]@Ssgapu22: ଓଡ଼ିଆରେ ନାଁଟା "ଶୀତଳ" ହେବ ବୋଧେ? --ସୁଭାସିସ ପାଣିଘରି (ଆଳାପ) ୧୦:୨୮, ୨ ଫେବୃଆରୀ ୨୦୧୮ (IST)
- @Psubhashish: ଭାଇ, ଏଇ ନାମଟି ସେ ଉଚ୍ଚାରଣରେ ବ୍ୟବହାର କରୁଛନ୍ତି । ତେଣୁ କେହି ଯଦି କେଉଁଠି ଖୋଜୁଛି ସେ "ଶୀତଲ" ନାମରେ ହିଁ ଖୋଜୁଛନ୍ତି । ସେଇଥିପାଇଁ ସେଇ ନାମଟି ରଖିଛି ।
ଏହି ପ୍ରସଙ୍ଗଟି ଉଇକିପ୍ରକଳ୍ପ: ଓଡ଼ିଆ କଥାଚିତ୍ରରେ ତିଆରି କରାଯାଇଛି । |