ଆଲୋଚନା:ଶଶାଙ୍କ ଶେଖର

Page contents not supported in other languages.
ଉଇକିପିଡ଼ିଆ‌ରୁ

ଶଶାଙ୍କ ଶେଖର ୨୦୧୬ ମସିହାରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏବେଯାଏଁ ଗଢ଼ାଯାଇଥିବା ୨୩ଟି ଓଡ଼ିଆ କଥାଚିତ୍ର ପ୍ରସଙ୍ଗରେ ତାଙ୍କ ନାମ ମଧ୍ୟ ଯୋଡ଼ାଗଲାଣି । ତେଣୁ ଏହା ପ୍ରସଙ୍ଗ ଯୋଗ୍ୟ ଏବଂ ଏହାକୁ ପୁନରୁଦ୍ଧାର କରିବାକୁ ଅନୁରୋଧ କରୁଛି । - ଗପୁ (ମୋ ଆଲୋଚନା) ୨୩:୧୭, ୨୮ ଅଗଷ୍ଟ ୨୦୨୩ (IST)[reply]