ଆଲୋଚନା:ମୌନୀ ରାୟ

Page contents not supported in other languages.
ଉଇକିପିଡ଼ିଆ‌ରୁ

ପ୍ରସଙ୍ଗର ନାମକରଣ[ସମ୍ପାଦନା]

@Ssgapu22:, ଯଦିଓ ବଙ୍ଗଳାରେ ସେମାନେ "Roy" ବୋଲି ଲେଖନ୍ତି ଓଡ଼ିଆରେ ସେଇ "ରାୟ" ବୋଲି ସବୁଠି ଲେଖାହୁଏ । ଉଚ୍ଚାରଣରୁ ଦେଖିଲେ ଅନେକ ଲୋକଙ୍କ ନାଁ ବଙ୍ଗଳାରେ ଭିନ୍ନରୂପେ ଉଚ୍ଚାରଣ ହୁଏ ଯଥା "ପୂଜା" କୁ "ପୂଜୋ" ଉଚ୍ଚାରଣ କରିବା । ତେବେ ଓଡ଼ିଆରେ ଲେଖିଲା ବେଳେ ଆମେ "ରାୟ" ବୋଲି ଲେଖିପାରିବା । ଦ୍ୱିତୀୟ କଥା ହେଲା ତମେ ସେ ଅଭିନୟ କରିଥିବା ଅନେକ ଧାରାବାହିକାଅଦିର ନାଁ ଇଂରାଜୀରେ ଛାଡ଼ିଯାଇଛ । ଯଦି ପରେ ଫେରି ସେଗୁଡ଼ିକୁ ଓଡ଼ିଆ କରିବା ଯୋଜନା କରିଛ ତାହେଲେ ତ ଭଲ । ନ କରିଥିଲେ ସେଗୁଡ଼ିକ ଦୟାକରି ଓଡ଼ିଆ ଲିପିରେ ଲେଖିଦିଅ । --ସୁଭାସିସ ପାଣିଘରି (ଆଳାପ) ୦୭:୫୭, ୫ ଅପ୍ରେଲ ୨୦୧୭ (IST)[reply]

@Psubhashish: ଭାଇ ମୁଁ ସେଇଟା ସେଇ "Roy" ଅନୁସାରେ ହିଁ "ରୟ" ବୋଲି ଲେଖିଦେଇଥିଲି । ଆଉ ସବୁ ଲେଖାଗୁଡ଼ିକୁ ବି ମୁଁ ଆଗରୁ ଓଡ଼ିଆରେ ଲେଖିଥିଲି, ହେଲେ ସେ ସବୁକୁ ଓଡ଼ିଆ ଲିପିରେ ଲେଖିଲାବେଳେ କେତୋଟିରେ ଟିକେ ଅସୁବିଧା ହେବାରୁ ଇଂରାଜୀରେ ହିଁ ଲେଖିଦେଇଛି । ମାତ୍ର ପରେ ମୁଁ ସେ ସବୁକୁ ଓଡ଼ିଆ ଲିପିକୁ ବଦଳେଇବି । -ଗପୁ (ମୋ ଆଲୋଚନା) ୧୯:୪୮, ୫ ଅପ୍ରେଲ ୨୦୧୭ (IST)[reply]