ମୌନୀ ରାୟ
Appearance
ମୌନୀ ରୟ | |
---|---|
ଜନ୍ମ | [୧] | ୨୮ ସେପ୍ଟେମ୍ବର ୧୯୮୫
ଜାତୀୟତା | ଭାରତୀୟ |
ଶିକ୍ଷା | ମିରଣ୍ଡା ହାଉସ୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ମଡେଲ, ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୭—ଏବେଯାଏଁ |
ମୌନୀ ରୟ (ଜନ୍ମ: ୨୮ ସେପ୍ଟେମ୍ବର ୧୯୮୫) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଏବଂ ମଡେଲ । ସେ ଦୂରଦର୍ଶନରେ ବିଭିନ୍ନ ଧାରାବାହିକ କିଉଁକି ଶାଶ୍ ଭି କଭି ବୋହୂ ଥି, ଦେବୋଁ କେ ଦେବ... ମହାଦେବ ଏବଂ କଲର୍ସରେ ପ୍ରସାରିତ ନାଗିନ୍ ଧାରାବାହିକ ଉଭୟ ସଂସ୍କରଣରେ ଅଭିନୟ କରିଛନ୍ତି ।[୩][୪] ସେ ଜୁନୁନ୍ – ଐସି ନଫ୍ରତ୍ ତୋ କୈସା ଇସ୍କରେ ମଧ୍ୟ ଅଭିନୟ କରିଥିଲେ ।[୫] ସେ କଲର୍ସରେ ପ୍ରସାରିତ କାର୍ଯ୍ୟକ୍ରମ ଝଲକ୍ ଦିଖ୍ଲା ଜାର ଜଣେ ପ୍ରତିଯୋଗୀ ଭାବରେ ଭାଗନେଇଥିଲେ । ସେ ମଧ୍ୟ କଥକ ନୃତ୍ୟ ଶିକ୍ଷା କରିଛନ୍ତି ।[୬]
ଅଭିନୟ ଜୀବନ
[ସମ୍ପାଦନା]ଦୂରଦର୍ଶନ
[ସମ୍ପାଦନା]- ୨୦୦୭-୦୮: କିଉଁକି ଶାଶ୍ ଭି କଭି ବୋହୂ ଥି
- ୨୦୦୮: ଜରା ନାଚ୍କେ ଦେଖା
- ୨୦୦୮: କସ୍ତୁରୀ
- ୨୦୦୯ : ପତି ପତ୍ନୀ ଔର୍ ଓଃ
- ୨୦୧୦: ଦୋ ସେହେଲିୟାଂ
- ୨୦୧୦: ସଃ... ଫିର୍ କୋଇ ହେ (୩ୟ ସଂସ୍କରଣ)
- ୨୦୧୧-୧୪: ଦେବୋଁ କେ ଦେବ...ମହେଦେବ
- ୨୦୧୨-୧୩: ଜୁନୁନ୍ – ଐସି ନଫ୍ରତ୍ ତୋ କୈସା ଇସ୍କ
- ୨୦୧୪: ଝଲକ୍ ଦିଖ୍ଲା ଜା ୭
- ୨୦୧୪: ବିଗ୍ ବସ୍ ୭
- ୨୦୧୫-୧୬: ନାଗିନ୍
- ୨୦୧୫: ମେରି ଆସିକ୍ ତୁମ୍ ସେ ହି
- ୨୦୧୫: କୁମ୍କୁମ୍ ଭାଗ୍ୟ
- ୨୦୧୫-୧୬: ବିଗ୍ ବସ୍ ୯
- ୨୦୧୬: ଟସନ୍-ଇ-ଇସ୍କ
- ୨୦୧୬: ଏକ୍ ଥା ରାଜା ଏକ୍ ଥି ରାଣୀ
- ୨୦୧୬: କମେଡ଼ି ନାଇଟ୍ସ୍ ଲାଇଭ୍
- ୨୦୧୬: କମେଡ଼ି ନାଇଟ୍ସ୍ ବଚାଓ
- ୨୦୧୬: ସୋ ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ
- ୨୦୧୬: ଝଲକ୍ ଦିଖ୍ଲା ଜା ୯
- ୨୦୧୬-୧୭: ନାଗିନ୍ (୨ୟ ସଂସ୍କରଣ)[୭]
- ୨୦୧୬: ବିଗ୍ ବସ୍ ୧୦
କଥାଚିତ୍ର
[ସମ୍ପାଦନା]- ୨୦୦୪: ରନ୍
- ୨୦୧୧: ହିରୋ ହିଟ୍ଲର୍ ଇନ୍ ଲଭ୍
- ୨୦୧୬: ତୁମ୍ ବିନ୍ ୨
- ୨୦୧୮: ଗୋଲ୍ଡ
- ୨୦୧୯: ବ୍ରହ୍ମାସ୍ତ୍ର
ଆଧାର
[ସମ୍ପାଦନା]- ↑ "Mouni Roy's birthday celebration". Lehren. Times of India. 29 September 2015. Retrieved 4 April 2017.
- ↑ Agarwal, Stuti (3 September 2013). "Mouni Roy and Mohit Raina approached for Nach Baliye 6". Times of India. Archived from the original on 13 November 2013. Retrieved 4 April 2017.
- ↑ Tejashree Bhopatkar (5 September 2014). "Teacher's Day: Smriti Irani was Mouni Roy's teacher!". The Times of India. Retrieved 4 April 2017.
- ↑ Naithani, Priyanka (7 March 2013). "Mohit Raina dating Mouni Roy?". Times of India. Retrieved 4 April 2017.
- ↑ Maheshwri, Neha (8 June 2013). "Mouni Roy bereaved". Times of India. Archived from the original on 14 June 2013. Retrieved 4 April 2017.
- ↑ Hegde, Rajul (12 June 2014). "'I hope Jhalak Dhikhhla Jaa increases my fan base'". Rediff. Retrieved 4 April 2017.
- ↑ "ଖଳନାୟିକା ମୌନି". ସମାଜ. 21 January 2018. Retrieved 24 January 2018.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ମୌନୀ ରାୟ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ମୌନୀ ରାୟ