ଆଲୋଚନା:ବଣ୍ଡା ଜନଜାତି

Page contents not supported in other languages.
ଉଇକିପିଡ଼ିଆ‌ରୁ

ବଣ୍ଡା ଜନଜାତି ପୃଷ୍ଠାକୁ ସଂପାଦନା କରିବାରେ "ଛାଞ୍ଚ" ସମ୍ପର୍କିତ ଅସୁବିଧା ହେଉଛି । ଦୟାକରି ଏହାର ଉପାୟ ବତାନ୍ତୁ । Hpsatapathy (ମୋ ଆଲୋଚନା) ୦୧:୩୬, ୨୬ ଅଗଷ୍ଟ ୨୦୧୫ (UTC)

ବୋଧ ହୁଏ 'ତଥ୍ୟ ପେଡ଼ି' ଛାଞ୍ଚଟି ବ୍ୟବହାର କରିବା ବେଳେ ଅସୁବିଧା ହେଉଥିଲା, ଏବେ ଆଉ ସେହି ଅସୁବିଧା ହେବନାହିଁ ବୋଲି ଆଶା । ଯଦି ଅନ୍ୟ କେଉଁ ଛାଞ୍ଚ ସମ୍ପର୍କିତ ଅସୁବିଧା ହେଉଥାଏ, ତେବେ କେଉଁ ଛାଞ୍ଚଟି ବ୍ୟବହାର କଲାବେଳେ ଅସୁବିଧା ହେଉଛି ଜଣାନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୩୧, ୨୬ ଅଗଷ୍ଟ ୨୦୧୫ (UTC)