ଆଲୋଚନା:ବଣ୍ଡା

Page contents not supported in other languages.
ଉଇକିପିଡ଼ିଆ‌ରୁ

ବଣ୍ଡାବଣ୍ଡା ଜନଜାତି ଉଭୟ ପୃଷ୍ଠାରେ ବସ୍ତୁତଃ ତଥ୍ୟ ସବୁ ଏକାଭଳି ରହୁଥିବାରୁ ମୋ ମତରେ ବଣ୍ଡା ପୃଷ୍ଠାଟିକୁ ଲିଭାଇଦିଆଯିବା ଦରକାର । Hpsatapathy (ମୋ ଆଲୋଚନା) ୦୮:୫୦, ୨୫ ଅଗଷ୍ଟ ୨୦୧୫ (UTC)

ଏହା ଆପଣ ନିଜେ କରିପାରିବେ: ବଣ୍ଡା ପ୍ରସଙ୍ଗରେ ଥିବା ତଥ୍ୟସବୁ ବଣ୍ଡା ଜନଜାତି ପୃଷ୍ଠାକୁ ଘୁଞ୍ଚାଇ ଦିଅନ୍ତୁ । ଏହା ପରେ 'ବଣ୍ଡା' ପୃଷ୍ଠାରୁ 'ବଣ୍ଡା ଜନଜାତି' ପୃଷ୍ଠାକୁ କୁ ଏକ ଲେଉଟାଣି ତିଆରି କରିଦେବେ । ଚେଷ୍ଟା କରି ଦେଖନ୍ତୁ, ଅସୁବିଧା ହେଲେ ଜଣାଇବେ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୩୪, ୨୫ ଅଗଷ୍ଟ ୨୦୧୫ (UTC)