ଆଲୋଚନା:ଗୋକୁଳାନନ୍ଦ ମହାପାତ୍ର

Page contents not supported in other languages.
ଉଇକିପିଡ଼ିଆ‌ରୁ


ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ (Rated Start-class)
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ ଅନ୍ତର୍ଗତ । ଉଇକିପିଡ଼ିଆରେ ଓଡ଼ିଆ ସାହିତ୍ୟ । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 Start  This Lua error in package.lua at line 80: module 'Module:Pagetype/setindex' not found. does not require a rating on the project's quality scale.
 

ଜନ୍ମ ବର୍ଷକୁ ନେଇ ଦ୍ଵନ୍ଦ[ସମ୍ପାଦନା]

ସମ୍ବାଦ ୧୧ ଜୁଲାଇ ୨୦୧୩ରେ ଜନ୍ମ ଦିବସ ୨୪ ମଈ ୧୯୨୨ ବୋଲି ପ୍ରକାଶ କରାଯାଇଛି । ଠିକ ଟା କଣ କେହି ଜାଣିଥିଲେ, ଲେଖନ୍ତୁ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୫:୫୪, ୧୧ ଜୁଲାଇ ୨୦୧୩ (UTC)

ଜନ୍ମ ବର୍ଷ/ ବୟସରେ ଅନେକ ତାରତମ୍ୟ ରହୁଛି : Mohapatra (92), He was 86 years’ old. ପ୍ରତ୍ୟକ୍ଷ ଆଧାର ନ ମିଳିବାରୁ, ଦୁଇଟି ପରୋକ୍ଷ ଆଧାର ଉପରେ ନିର୍ଭର କରି ଇଂରାଜୀ ଉଇକିପିଡ଼ିଆରେ ଜନ୍ମ ବର୍ଷ ୧୯୨୬ ଲେଖିଥିଲି
  1. The book authored by eminent writer Gokulananda Mahapatra in 1952.
  2. I wrote my first book "Pruthvi bahare manisa" (Man Beyond Earth), when I was 26.
ଗୋକୁଳାନନ୍ଦ ମହାପାତ୍ରଙ୍କୁ ୨୬ ବର୍ଷ ବୟସ ହେଇଥିବା ବେଳେ ୧୯୫୨ ମସିହାରେ ପ୍ରଥମ ଉପନ୍ୟାସ 'ପୃଥିବୀ ବାହାରେ ମଣିଷ' ପ୍ରକାଶ ପାଇଥିଲା, ତେଣୁ ସେ ୧୯୫୨-୨୬ = ୧୯୨୬ରେ ଜନ୍ମ ଲାଭ କରିଥିବେ।
ତେବେ ସମ୍ବାଦରେ ନିର୍ଦ୍ଧିଷ୍ଠ ଭାବେ ୨୪ ମଇ ୧୯୨୨ ପ୍ରକାଶିତ ହେଇଥିବାରୁ ଆମେ ସେହି ତାରିଖଟି ଲେଖିବା ଠିକ ହେବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୧୩, ୧୩ ଜୁଲାଇ ୨୦୧୩ (UTC)

ପୃଥିବୀ ବାହାରେ ମଣିଷ ଉପନ୍ୟାସ 2409:4062:2108:B4F2:FCEC:266:B28D:11B8 ୦୭:୩୧, ୭ ମାର୍ଚ୍ଚ ୨୦୨୩ (IST)[reply]